Choose a track to play
ହେହେ, ଲାଲା-ଲାଲା-ଲାଲାଲାଲା
ହେହେ, ଲାଲା-ଲାଲା-ଲାଲାଲାଲା
ଜୀବନରେ, ହୋ-ଓ
ଜୀବନରେ ବେଳେ ବେଳେ ଏମିତିକା
ଭୁଲ ହେଇଯାଏ ରେ, ଭୁଲ ହେଇଯାଏ
ନା ଆଗକୁ ଯାଇହୁଏ, ନା ପଛକୁ ଫେରିହୁଏ
ନା ଆଗକୁ ଯାଇହୁଏ, ନା ପଛକୁ ଫେରିହୁଏ
ଆଖିର ସପନ ସବୁ ଲୁହ ହେଇ ବୋହିଯାଏ
ବୋହିଯାଏ, ବୋହିଯାଏ
ଜୀବନରେ ବେଳେ ବେଳେ ଏମିତିକା
ଭୁଲ ହେଇଯାଏ ରେ, ଭୁଲ ହେଇଯାଏ
ଏମିତିକା ମଣିଷଟେ ନାହିଁ, ଜମା ଯିଏ ଭୁଲ କରିନାହିଁ
ଏମିତିକା ମଣିଷଟେ ନାହିଁ, ଜମା ଯିଏ ଭୁଲ କରିନାହିଁ
ହୋ, କୁହ ଭାଇ, କୁହ କିଏ ଅଛି
ସବୁବେଳେ ଠିକ୍ ସେ କରିଛି
ଭୁଲକରି କିଏ ଆସେ ଫେରି, ଭୁଲକରି କିଏ ଯାଏ ସରି
ଭୁଲକରି କିଏ ଆସେ ଫେରି, ଭୁଲକରି କିଏ ଯାଏ ସରି
ଅତୀତକୁ ଭାବି-ଭାବି ଭବିଷ୍ୟତ ଧୋଇଯାଏ
ଧୋଇଯାଏ, ଧୋଇଯାଏ
ଜୀବନରେ ବେଳେ ବେଳେ ଏମିତିକା
ଭୁଲ ହେଇଯାଏ ରେ, ଭୁଲ ହେଇଯାଏ
ଏମିତିକା ହୃଦୟଟେ ନାହିଁ, ଜମା ଯିଏ ଭଲପାଇ ନାହିଁ
ଏମିତିକା ହୃଦୟଟେ ନାହିଁ, ଜମା ଯିଏ ଭଲପାଇ ନାହିଁ
ହୋ, କିଏ ସେଇ? କୁହ କିଏ ଅଛି
ପ୍ରେମବିନା ବଞ୍ଚି ସେ ପାରିଛି
ପ୍ରେମ କରି କିଏ ହୁଏ ପାରି, ପ୍ରେମ କରି କିଏ ଯାଏ ହାରି
ପ୍ରେମ କରି କିଏ ହୁଏ ପାରି, ପ୍ରେମ କରି କିଏ ଯାଏ ହାରି
ଫଗୁଣର ଫଗୁଖେଳ ଶ୍ରାବଣରେ ଧୋଇଯାଏ
ଧୋଇଯାଏ, ଧୋଇଯାଏ
ଜୀବନରେ ବେଳେ ବେଳେ ଏମିତିକା
ଭୁଲ ହେଇଯାଏ ରେ, ଭୁଲ ହେଇଯାଏ
ଭୁଲ ହେଇଯାଏ ରେ, ଭୁଲ ହେଇଯାଏ
ଭୁଲ ହେଇଯାଏ ରେ, ଭୁଲ ହେଇଯାଏ