Choose a track to play

Smart-city ଝିଅଟା ଆସି ପିଟିହେଲାରେ
Metro-ମାର୍କା ମନଟା ମୋର ପଟ୍ଟିଗଲାରେ
Smart-city ଝିଅଟା ଆସି ପିଟିହେଲାରେ
Metro-ମାର୍କା ମନଟା ମୋର ପଟ୍ଟିଗଲାରେ
ଆଖିରେ ଆଖି ବଡେଇଦେଲା
ଆଖିରେ ଆଖି ବଡେଇଦେଲା
Hurt କଲା, କଟକଲା, ମଟକଲାରେ
ଆରେ ଛାତିଟା ରଗଡ଼ି ଦେଲାରେ
ଆରେ ଛାତିଟା ରଗଡ଼ି ଦେଲାରେ
Silly-silly silky ତାର ଦେହର ଭୂଗୋଳ
Multiplex ପ୍ରେମ ତୋର କରିଲା ପାଗଳ
ରାଜଧାନୀ light ପରି ଜାଳେତା ଚେହେରା
ଇଛାହୁଏ ଦିନ-ରାତି କରନ୍ତି ନଖରା
Silly-silly silky ତାର ଦେହର ଭୂଗୋଳ
Multiplex ପ୍ରେମ ତୋର କରିଲା ପାଗଳ
ରାଜଧାନୀ light ପରି ଜାଳେତା ଚେହେରା
ଇଛାହୁଏ ଦିନ-ରାତି କରନ୍ତି ନଖରା
ଅଙ୍ଗୁରୁଦାନା, ଝିଅଟା ବାନା ଉଡ଼ିଗଲାରେ
प्यार वाला रेल गाड़ी ଗଡିଗଲାରେ
ଅଙ୍ଗୁରୁଦାନା, ଝିଅଟା ବାନା ଉଡ଼ିଗଲାରେ
प्यार वाला रेल गाड़ी ଗଡିଗଲାରେ
ରାତିରେ ନିଦ ଉଡେଇନେଲା
ରାତିରେ ନିଦ ଉଡେଇନେଲା
Hurt କଲା, ମଟକଲା, କଟକଲାରେ
ଆରେ ଛାତିଟା ରଗଡ଼ି ଦେଲାରେ
ଆରେ ଛାତିଟା ରଗଡ଼ି ଦେଲାରେ
ଝିଲିମିଲି ଝାମେଲା ତାର ହସ ମିଠା-ମିଠା
ତାବିନା life ଲାଗେ ପୁରା ଖଟା-ଖଟା
Strawberry ଓଠ ତାର ମହୁମିଶା ଛେନା
ତରଳେଇଦେଲେ ସେତ ଗୁଆଘିଅ ଗିନା
ଝିଲିମିଲି ଝାମେଲା ତାର ହସ ମିଠା-ମିଠା
ତାବିନା life ଲାଗେ ପୁରା ଖଟା-ଖଟା
Strawberry ଓଠ ତାର ମହୁମିଶା ଛେନା
ତରଳେଇଦେଲେ ସେତ ଗୁଆଘିଅ ଗିନା
Hallmark ସୁନାଟା ଯେବେ ମିଳିଗଲାରେ
ଆରେ ଡିଙ୍ଗ୍-ଡଙ୍ଗ୍ ଦିଲଟା ପୁରା फ़िदा ହେଲାରେ
Hallmark ସୁନାଟା ଯେବେ ମିଳିଗଲାରେ
ଡିଙ୍ଗ୍-ଡଙ୍ଗ୍ ଦିଲଟା ପୁରା फ़िदा ହେଲାରେ
ହୋସ ନେଲା, ଯୋଶ ଦେଲା
ହୋସ ନେଲା, ଯୋଶ ଦେଲା
Hurt କଲା, ମଟକଲା, କଟକଲାରେ
ଆରେ ଛାତିଟା ରଗଡ଼ି ଦେଲାରେ
ଆରେ ଛାତିଟା ରଗଡ଼ି ଦେଲାରେ
ଛାତିଟା ରଗଡ଼ି ଦେଲାରେ
ଆରେ ଛାତିଟା ରଗଡ଼ି ଦେଲାରେ