Choose a track to play
ପାରିବେନି କେବେ କେହି ଅଲଗା କରି
ତୋ ସାଥିରେ ବନ୍ଧା ମୋର ଜୀବନ-ଡୋରି
ଆଖି ସିନା ତୋର ହେଲେ ସପନ ମୋର
ଦେହ ସିନା ତୋର ହେଲେ ଜୀବନ ମୋର
ଡିଙ୍ଗ୍-ଡଙ୍ଗ୍, ଡୁବି-ଡୁବି, ଡୁବି-ଡୁବି
ତୁ ମୋ ଦୁନିଆଁ, ତୁ ମୋ ପୃଥିବୀ
ଡିଙ୍ଗ୍-ଡଙ୍ଗ୍, ଡୁବି-ଡୁବି, ଡୁବି-ଡୁବି
ତୁ ମୋ ଦୁନିଆଁ, ତୁ ମୋ ପୃଥିବୀ
ତୋ ପାଦରେ କଣ୍ଟା ଫୁଟିବା ଆଗରୁ
ମୋ ପାଦ ପକେଇ ଦେବି
Baby ମୋ baby, ତୁ ମୋର baby, ତୁ ମୋ ଗେଲ୍ହା baby
Baby ମୋ baby, ତୁ ମୋର baby, ତୁ ମୋ ଗେଲ୍ହା baby