ଶିରେ ତା ସିଖିଚୂଳ
ଗଳାରେ ବନମାଳ
ଶିରେ ତା ସିଖିଚୂଳ
ଗଳାରେ ବନମାଳ
ରଙ୍ଗା-ଅଧର ରେ ହସ
ରଙ୍ଗା-ଅଧର ରେ ହସ
ବେଶ ତା ମନୋହର
ଶିରେ ତା ସିଖିଚୂଳ
ଗଳାରେ ବନମାଳ
ଶିରେ ତା ସିଖିଚୂଳ
କଳାମୁହଁ କୁ ତାର କି ସୁନ୍ଦର ଚକାଡୋଳା
ନାଥ ସେ ଜଗନ୍ନାଥ ଭକତର ଭାବି ଭୋଳା
କଳାମୁହଁ କୁ ତାର କି ସୁନ୍ଦର ଚକାଡୋଳା
ନାଥ ସେ ଜଗନ୍ନାଥ ଭକତର ଭାବି ଭୋଳା
ଦୂରକୁ ସୁନ୍ଦର ତାର ଦେଖ ବଡ଼ ଦେଉଳ
ଶିରେ ତା ସିଖିଚୂଳ
ଗଳାରେ ବନମାଳ
ଶିରେ ତା ସିଖିଚୂଳ
ଏକରେ ଅନେକ ସେ ଅନେକରେ ଏକ ହୋଇ
ଦୁଷ୍ଟ ନିବାରି ସନ୍ଥ ପାଳିବାକୁ ଆସେ ଧାଇଁ
ଏକରେ ଅନେକ ସେ ଅନେକରେ ଏକ ହୋଇ
ଦୁଷ୍ଟ ନିବାରି ସନ୍ଥ ପାଳିବାକୁ ଆସେ ଧାଇଁ
ଭାବ କୁ ନିକଟ ସେତ ଅଭାବ କୁ ହୁଏ ଦୂର
ଶିରେ ତା ସିଖିଚୂଳ
ଗଳାରେ ବନମାଳ
ଶିରେ ତା ସିଖିଚୂଳ
ଗଳାରେ ବନମାଳ
ରଙ୍ଗା-ଅଧର ରେ ହସ
ରଙ୍ଗା-ଅଧର ରେ ହସ
ବେଶ ତା ମନୋହର
ଶିରେ ତା ସିଖିଚୂଳ
ଗଳାରେ ବନମାଳ
ଶିରେ ତା ସିଖିଚୂଳ