Choose a track to play
ତୋ ପ୍ରେମରେ ଥିଲା ଯେତେ ଭରସା
ଧୋଇ ନେଇଗଲା ଏଇ ବରଷା
କାଇଁ କାନ୍ଦୁଛୁ କହ?
ତୋ ପ୍ରେମରେ ଥିଲା ଯେତେ ଭରସା
ଧୋଇ ନେଇଗଲା ଏଇ ବରଷା
କାଇଁ କାନ୍ଦୁଛୁ କହ?
ନିଜକୁ ନିଜେ ତୁ ଦେ ବୁଝେଇ
ପ୍ରେମରେ ଜିତିଛୁ ହାରିନୁ ତୁହି
ପାଇବା ଟା ଶେଷ ନୁହେଁ ଯେ ପ୍ରେମର
ତୋ ପ୍ରେମରେ ଥିଲା ଯେତେ ଭରସା
ଧୋଇ ନେଇଗଲା ଏଇ ବରଷା
କାଇଁ କାନ୍ଦୁଛୁ କହ?
କାଇଁ କାନ୍ଦୁଛୁ କହ?
ଜୀବନ ବିନା ଜୀଇଁ ଯାଆ ତୁ
ନିଶ୍ୱାସ ଯଦି ଦେଲାରେ ଧୋକା
ଜିତିବା ବାଜି ହାରିବା ବୋଧେ
ଥିଲା ଏଇ ତୋର ଭାଗ୍ୟରେ ଲେଖା
ଅଧୁରା ଗପକୁ ଦେ ଭୂଲେଇ
ଚାଲିଯାଆ ଆଗକୁ ବୁଲି ନ ଚାହିଁ
ଝୁଣ୍ଟିବାଟା ନୁହେଁ ଯେ ସେ ବାଟର
ତୋ ପ୍ରେମରେ ଥିଲା ଯେତେ ଭରସା
ଧୋଇ ନେଇଗଲା ଏଇ ବରଷା
କାଇଁ କାନ୍ଦୁଛୁ କହ?
ତୋ ପ୍ରେମରେ ଥିଲା ଯେତେ ଭରସା
ଧୋଇ ନେଇଗଲା ଏଇ ବରଷା
କାଇଁ କାନ୍ଦୁଛୁ କହ?
ଅନ୍ଧାରଠାରୁ ଶିଖିଯାଆ ତୁ
କେମିତି ଯିଏଂ ସେ ଆଲୁଅ ବିନା
ରାତି ବିତିଲେ ସକାଳ ଅଛି
ବୁଝିବି ତୁ କାଇଁ ଜମା ବୁଝୁନା
ଆଖିକୁ ନିଦରେ ଦେ ସଜେଇ
ଚେଇଁବା ଛାଡ଼ିଦେ ଜୀଇଁବା ପାଇଁ
ଚେଇଁବା ଟା ଶେଷ ନୁହେଁ ଯେ ରାତିର
ତୋ ପ୍ରେମରେ ଥିଲା ଯେତେ ଭରସା
ଧୋଇ ନେଇଗଲା ଏଇ ବରଷା
କାଇଁ କାନ୍ଦୁଛୁ କହ?
ତୋ ପ୍ରେମରେ ଥିଲା ଯେତେ ଭରସା
ଧୋଇ ନେଇଗଲା ଏଇ ବରଷା
କାଇଁ କାନ୍ଦୁଛୁ କହ?