Choose a track to play
ହୋ-ଓ-ଓ, ଲାଲା-ଲାଲା
भोली-भाली, दिलवाली ଲେଖେଇଁ ଲାଗୁଛୁ
ଦୁନିଆଁର ପିଲାକେ ତୁଇ setting କରିଛୁ
ହେ, भोली-भाली, दिलवाली ଲେଖେଇଁ ଦିସୁଛୁ
ଦୁନିଆଁର ପିଲାକେ ତୁଇ setting କରୁଛୁ
भोली-भाली, दिलवाली ଲେଖେଇଁ ଲାଗୁଛୁ
ଦୁନିଆଁର ପିଲାକେ ତୁଇ setting କରିଛୁ
ଜାନିଗଲି ଗୁରି ତୋର୍ ଛଲନ
ତତେ break-up କରୁଛେଁ ରେ ଧନ
ଜାନିଗଲି ଗୁରି ତୋର୍ ଛଲନ
ତତେ break-up କରୁଛେଁ ରେ ଧନ
ତୁଇ ଦିନେ କି ଦୁଇ ଦିନ୍ ଖାଲି କରିଥା waiting
ତୁଇ ଦେଖୁଥିବୁ ଗା, ତୁଇ ପସ୍ତୁଥିବୁ ଗା
ତୋର୍ ପରାର୍ ଟୁକେଲ୍ ଗୁଟେ କରମି setting
ତୁଇ ଦେଖୁଥିବୁ ଗା, ତୁଇ ପସ୍ତୁଥିବୁ ଗା
ତୋର୍ ପରାର୍ ଟୁକେଲ୍ ଗୁଟେ କରମି setting
ହାଏରେ बेवफ़ावाली
ତତେ ଦିଲରୁ reject କରିଦେଲି
ଭୁଲି ନାଇଁ ପାରୁ ମୋତେ ରେ
ତୋର୍ हर ख्वाइश के ପୁରା କରୁଥିଲି
ହାଏରେ मतलबवाली
ତୋରଲାଗି ବର୍ବାଦ ମୁଇଁ ହେଲି
तड़पेई-तड़पेई କନ୍ଦାମି ତତେ
ଏଟା ତୋର୍ ଠାନେ ମୁଇଁ challenge ଲଗାଲି
ଜାନିଗଲି ଗୁରି ତୋର୍ ଛଲନ
ତତେ break-up କରୁଛେଁ ରେ ଧନ
ଜାନିଗଲି ଗୁରି ତୋର୍ ଛଲନ
ତତେ break-up କରୁଛେଁ ରେ ଧନ
ତୁଇ ଦିନେ କି ଦୁଇ ଦିନ୍ ଖାଲି କରିଥା waiting
ତୁଇ ଦେଖୁଥିବୁ ଗା, ତୁଇ ପସ୍ତୁଥିବୁ ଗା
ତୋର୍ ପରାର୍ ଟୁକେଲ୍ ଗୁଟେ କରମି setting
ତୁଇ ଦେଖୁଥିବୁ ଗା, ତୁଇ ପସ୍ତୁଥିବୁ ଗା
ତୋର୍ ପରାର୍ ଟୁକେଲ୍ ଗୁଟେ କରମି setting
ମୋତେ ଦେଖିକରି ପଇସାବାଲା
ମୋତେ love କରୁଥିଲୁ ଲୈଲା
ମୋର୍ ପଇସା-ପତର୍ ସରିଗଲାକେ
ତୁଇ ପଟାଲୁ ଆର୍ ଗୁଟେ ପିଲା
ମୋର୍ ଏନ୍ତା ଦିଲବାଲା
ତୁଇ ନାଇ ପାଉରେ ମୋର ଲୈଲା
କେତେ ଭଲ ପାଉଥିଲି ରେ
ସବୁ ଜାଣିଛେ ଇଗା ଉପରବାଲା
ଜାନିଗଲି ଗୁରି ତୋର୍ ଛଲନ
ତତେ break-up କରୁଛେଁ ରେ ଧନ
ଜାନିଗଲି ଗୁରି ତୋର୍ ଛଲନ
ତତେ break-up କରୁଛେଁ ରେ ଧନ
ତୁଇ ଦିନେ କି ଦୁଇ ଦିନ୍ ଖାଲି କରିଥା waiting
ତୁଇ ଦେଖୁଥିବୁ ଗା, ତୁଇ ପସ୍ତୁଥିବୁ ଗା
ତୋର୍ ପରାର୍ ଟୁକେଲ୍ ଗୁଟେ କରମି setting
ହାଏ, ତୁଇ ଦେଖୁଥିବୁ ଗା, ତୁଇ ପସ୍ତୁଥିବୁ ଗା
ତୋର୍ ପରାର୍ ଟୁକେଲ୍ ଗୁଟେ କରମି setting
ତୁଇ ଦେଖୁଥିବୁ ଗା, ତୁଇ ପସ୍ତୁଥିବୁ ଗା
ତୋର୍ ପରାର୍ ଟୁକେଲ୍ ଗୁଟେ କରମି setting