ଏ शोना, ଏ शोना
ତୋ ବିନା ମୁଁ ଚୁନା-ଚୁନା
ଏ जाना, ଏ जाना
ତୋ ବିନା ଭଲ ଲାଗେନା
ଟୁପୁରୁ ଟାପୁରୁ ସାରା ज़माना
ତୁ ଦିୱାନୀ କି ମୁଁ ଦିୱାନା
ତାନାନା-ତାନାନା-ତାନାନା-ତାନାନା ତାନା-ନା
ଦିଲ୍ ମୋର ମାନେନା
ଏ ଦିଲ୍ ମୋର ମାନେନା
ଓ, ଦିଲ୍ ମୋର ମାନେନା
ଏ ଦିଲ୍ ମୋର ମାନେନା
ତୋ ଆଖି ରେ ଆଖି ମିଶିଗଲା ପରେ
ଜୀବନଟା ଫେରି ଆସେ
ତୋ ହସରେ ହସ ମିଶିଗଲା ପରେ
ପୃଥିବିଟା ମୋର ହସେ
ଗୁମସୁମ ମନ ଖୋଜେ ବାହାନା
ସପନରେ ଖିଜେ ସୁନା खज़ाना
ତାନାନା-ତାନାନା-ତାନାନା-ତାନାନା ତାନା-ନା
ଦିଲ୍ ମୋର ମାନେନା
ଏ ଦିଲ୍ ମୋର ମାନେନା
ଓ, ଦିଲ୍ ମୋର ମାନେନା
ଏ ଦିଲ୍ ମୋର ମାନେନା
ତୋ ପାଦରେ ପାଦ ମିଶିଗଲା ପରେ
ବାଟ ସରେ ଥିରେ ଥିରେ
ତୋ ହାତରେ ହାତ ମିଶିଗଲା ପରେ
ପାପୁଲିରେ ଜହ୍ନ ଖେଳେ
ଝୁମା-ଝୁମା ଛାତି ହୁଏ बेगाना
ଧିମା-ଧିମା ରାତି ଲାଗେ सुहाना
ତାନାନା-ତାନାନା-ତାନାନା-ତାନାନା ତାନା-ନା
ଦିଲ୍ ମୋର ମାନେନା
ଏ ଦିଲ୍ ମୋର ମାନେନା
ଓ, ଦିଲ୍ ମୋର ମାନେନା
ଏ ଦିଲ୍ ମୋର ମାନେନା