Elige una pista para reproducir
କହିଦେବି ମୁଁ କହିଦେବି
କହିଦେବି ମୁଁ କହିଦେବି
ସିଏ ଆସିବେ, ଆସି ବସିବେ
ମୁଁ ତ ମନକଥା ସବୁ କହିଦେବି
କହିଦେବି ମୁଁ କହିଦେବି
କହିଦେବି ମୁଁ କହିଦେବି
ଜାଣି ସେ ଜାଣେନା
କିଛି ସେ କୁହେନା
ବୁଝି ସେ ବୁଝେନା
କହି ମୁଁ ପାରେନା
ନ ବୁଝିଲେ ବୁଝେଇ ମୁଁ ଦେବି
ନ ମାନିଲେ ମନେଇ ମୁଁ ଦେବି
ନ ବୁଝିଲେ ବୁଝେଇ ମୁଁ ଦେବି
ନ ମାନିଲେ ମନେଇ ମୁଁ ଦେବି
ରାଗିଗଲେ ହସି-ହସି ସବୁ ସହିଯିବି
ମନ କଥା କହିଦେବି
କହିଦେବି ମୁଁ କହିଦେବି
କହିଦେବି ମୁଁ କହିଦେବି
କେମିତି କହିବି?
ଜାଣି ମୁଁ ପାରେନା
ନ କହି ଏକାକି
ରହି ମୁଁ ପାରେନା
ପୂଜା, ଚନ୍ଦନକୁ ମୁଁ ରଖିବି
ଖୁସି ମନେ ପୂଜା ମୁଁ କରିବି
ପୂଜା, ଚନ୍ଦନକୁ ମୁଁ ରଖିବି
ଖୁସି ମନେ ପୂଜା ମୁଁ କରିବି
ଆସିଗଲେ ତାଙ୍କର ମୁଁ ଆଖି ବୁଜିଦେବି
ମନ ଖୋଲି କହିଦେବି
କହିଦେବି ମୁଁ କହିଦେବି
କହିଦେବି ମୁଁ କହିଦେବି
ସିଏ ଆସିବେ, ଆସି ବସିବେ
ମୁଁ ତ ମନକଥା ସବୁ କହିଦେବି
କହିଦେବି ମୁଁ କହିଦେବି
କହିଦେବି ମୁଁ କହିଦେବି
କହିଦେବି ମୁଁ କହିଦେବି
କହିଦେବି ମୁଁ କହିଦେବି