ସବୁ ଝିଅଙ୍କ ଗୋଟିଏ ରୋଗ (ଗୋଟିଏ ରୋଗ, ରୋଗ)
ନାକ ଅଗରେ ତାଙ୍କରି ରାଗ (ରାଗ, ରାଗ)
ଆରେ ଛୁଁ-ଛୁଁ ଦେବେ ଠେଲି
(ପୁଚୁକି ଗାଲି fashion ବାଲି)
ପୁଚୁକି ଗାଲି fashion ବାଲି
ଚାଲି ତୋ Bombay, Delhi
ମୋ ବୋପାଲୋ
ମୋ ବୋପାଲୋ
ଆଲୋ ଚଗଲି ରାଗ ତୋ ନାଲି
କଥା ବନ୍ଧୁକ ଗୁଳି
ମୋ ବୋପାଲୋ
ମୋ ବୋପାଲୋ
ସବୁ ଝିଅଙ୍କ ଗୋଟିଏ ରୋଗ
ନାକ ଅଗରେ ତାଙ୍କରି ରାଗ
ଆରେ ଛୁଁ-ଛୁଁ ଦେବେ ଠେଲି
ମୋ ବୋପାଲୋ
ମୋ ବୋପାଲୋ
ପୁଚୁକି ଗାଲି fashion ବାଲି
ଚାଲି ତୋ Bombay, Delhi
ମୋ ବୋପାଲୋ
ମୋ ବୋପାଲୋ
ଗୋରୀ ତୁ ସତେ ଲୋଟଣୀ ପାରା
କେବେ ମୋ ହାତେ ଦବୁଲୋ ଧରା
ଗୋରୀ ତୁ ସତେ ଲୋଟଣୀ ପାରା
କେବେ ମୋ ହାତେ ଦବୁଲୋ ଧରା
ମୋତେ ଦେଖେଇ ଛଟକ ଛଇ
ଫସେଇ ଦେଲୁ ଆଖି ନଚେଇ
ସବୁ ଝିଅଙ୍କ ପୁରୁଣା ଖଈ
ଭିତରେ ହବୁ ଉପରେ ନାହିଁ
ଆରେ ମିଛେ-ମିଛେ ଦେବେ ଗାଳି
ମୋ ବୋପାଲୋ
ମୋ ବୋପାଲୋ
ପୁଚୁକି ଗାଲି fashion ବାଲି
ଚାଲି ତୋ Bombay, Delhi
ମୋ ବୋପାଲୋ
ମୋ ବୋପାଲୋ
ମୋ ବୋପାଲୋ
ମୋ ବୋପାଲୋ