Elige una pista para reproducir
ଆ' ରେ, ଆ' ରେ
ମତେ ଚାହାଁ ରେ
ଲୁହ ଝରାନା ତୁ ମନ ମାରି
ହୋ, ଆ' ରେ, ଆ' ରେ
ମତେ ଚାହାଁ ରେ
ଲୁହ ଝରାନା ତୁ ମନ ମାରି
ତୋ ଭିତରେ ମୁଁ ରହିଛି
ତୋ ପ୍ରେମରେ ମୁଁ ଜିଇଁଛି
ଚାଲିଯିବି କେମିତି, ତତେ ପାସୋରି?
ତୋ ପାଖେ ଅଛି ତୋ ଶାରୀ
ତୋ ପାଖେ ଅଛି ତୋ ଶାରୀ
ତୋ ପାଖେ ଅଛି ତୋ ଶାରୀ
ତୋ ପାଖେ ଅଛି ତୋ ଶାରୀ
ଆ' ରେ, ଆ' ରେ
ମତେ ଚାହାଁ ରେ
ଲୁହ ଝରାନା ତୁ ମନ ମାରି
ହୋ, ଆ' ରେ, ଆ' ରେ
ମତେ ଚାହାଁ ରେ
ଲୁହ ଝରାନା ତୁ ମନ ମାରି
ତୋ ଭିତରେ ମୁଁ ରହିଛି
ତୋ ପ୍ରେମରେ ମୁଁ ଜିଇଁଛି
ଚାଲିଯିବି କେମିତି, ତତେ ପାସୋରି?