Elige una pista para reproducir
Let's start baby
ଲାଜକୁରୀ ଲତା ମୋର୍ ଲାଜେ-ଲାଜେ ହସିଦେଲା
ଲାଜକୁରୀ ଲତା ମୋର୍ ଲାଜେ-ଲାଜେ ହସିଦେଲା
ଲାଜକୁରୀ ଲତା ମୋର୍ ଲାଜେ-ଲାଜେ ହସିଦେଲା
ହାଏ ତୋର୍ nonstop ବାଲା ଇଶାରା
Handsome ବାଲା ଚେହେରା
ଦିୱାନୀ କରି, ଦିୱାନୀ କରି
ମୋର ଦିଲ୍ कैद କରିନେଲା
(ଉଇ ମା' ମୋତେ କ'ଣ ହେଲା?)
ଇ, ଇ, ଇ, ଇ ରସିଆ
ଇ, ଇ, ଇ, ଇ ମନ୍-ବସିଆ
ଇ, ଇ, ଇ, ଇ ରସିଆ
ତତେ ଥରା-ନରା କରି ଫସେଇଦେଲା
ଇ, ଇ, ଇ, ଇ ରସିଆ
ଇ, ଇ, ଇ, ଇ ମନ୍-ବସିଆ
ଇ, ଇ, ଇ, ଇ ରସିଆ
ମତେ ଥରା-ନରା କରି ଫସେଇଦେଲା
ଇ, ଇ, ଇ, ଇ ରସିଆ
ଇ, ଇ, ଇ, ଇ ମନ୍-ବସିଆ
ଇ, ଇ, ଇ, ଇ ରସିଆ
ତତେ ଥରା-ନରା କରି ଫସେଇଦେଲା
(Dancing okay)
(Rhythm okay)
(All set, now new beat entry)
Tension-ଵେନସନ୍
Tension-ଵେନସନ୍ ତୋର୍ ଲାଗି ରେ ସୁନା
କରମି ବୋଲି ମୋର୍ ମନମୋହିନୀ
ହାଏ ରେ ମୋର୍ Madonna
Tension-ଵେନସନ୍ ତୋର୍ ଲାଗି ରେ ସୁନା
କରମି ବୋଲି ମୋର୍ ରଙ୍ଗରସିଆ
ହାଏରେ ମୋର ସିଆନା
ଦେଖି ତୋର୍ ଚମଚମ୍ ବାଲା ଚେହେରା
Naughty-naughty ତୋର୍ ଇଶାରା
ତୋର୍ ସାଙ୍ଗେ ମତେ, ମୋର୍ ସାଙ୍ଗେ ତତେ
ପ୍ୟାର୍ ହେଇଗଲା
(ଉଇ ମା' ମୋତେ କ'ଣ ହେଲା?)
ଇ, ଇ, ଇ, ଇ ରସିଆ
ଇ, ଇ, ଇ, ଇ ମନ୍-ବସିଆ
ଇ, ଇ, ଇ, ଇ ରସିଆ
ତତେ ଥରା-ନରା କରି ଫସେଇଦେଲା
ଇ, ଇ, ଇ, ଇ ରସିଆ
ଇ, ଇ, ଇ, ଇ ମନ୍-ବସିଆ
ଇ, ଇ, ଇ, ଇ ରସିଆ
ମତେ ଥରା-ନରା କରି ଫସେଇଦେଲା
ଇ, ଇ, ଇ, ଇ ରସିଆ
ଇ, ଇ, ଇ, ଇ ମନ୍-ବସିଆ
ଇ, ଇ, ଇ, ଇ ରସିଆ
ତତେ ଥରା-ନରା କରି ଫସେଇଦେଲା
(ନାଚ୍ baby, ନାଚ୍ baby)
(One, two, three, four)
(କ'ଣ ହେଲା baby?)
(ଏ baby କ'ଣ ହେଲା?)
(ଏ baby କ'ଣ ହେଲା?)
(ଏ baby କ'ଣ ହେଲା?)
ପ୍ୟାର୍ ବାଲା...
ପ୍ୟାର୍ ବାଲା...
ପ୍ୟାର୍ ବାଲା ଯାଦୁଠି ତତେ ଗୁଲାମ ବନେଇ ପାଉଁଛେ ମଜା
ତୁଇଭି କରି ରାଜା same to same
ତୋର୍ बदला ନେଇଯା
ପ୍ୟାର୍ ବାଲା ମନ୍ତର ଠି
ତତେ ନଜର ଲଗେଇ ଦେଇଛେ ଇ ରାଜା
ତୁଇଭି କରି ସୁନା same to same
ତୋର୍ बदला ନେଇଯା
ହାଏ ତୋର୍ ଟିଙ୍ଗାଲୁ ବାଲା style ମାରା
But ଇଠିବି ତୁଇ ଲାଗୁଛୁ ପ୍ୟାରା
ଏ-ଏ ବାବୁ, ତୋର୍ ଏ ସବୁ
ଲଗେଇ ଦେଲା ପ୍ରେମ-ଲୀଲା
(ଏ baby ତତେ କ'ଣ ହେଲା?)
ଇ, ଇ, ଇ, ଇ ରସିଆ
ଇ, ଇ, ଇ, ଇ ମନ୍-ବସିଆ
ଇ, ଇ, ଇ, ଇ ରସିଆ
ମତେ ଥରା-ନରା କରି ଫସେଇଦେଲା
ଇ, ଇ, ଇ, ଇ ରସିଆ
ଇ, ଇ, ଇ, ଇ ମନ୍-ବସିଆ
ଇ, ଇ, ଇ, ଇ ରସିଆ
ତତେ ଥରା-ନରା କରି ଫସେଇଦେଲା
ଇ, ଇ, ଇ, ଇ ରସିଆ
ଇ, ଇ, ଇ, ଇ ମନ୍-ବସିଆ
ଇ, ଇ, ଇ, ଇ ରସିଆ
ମତେ ଥରା-ନରା କରି ଫସେଇଦେଲା