Elige una pista para reproducir
ମନ ହୁକୁହୁକୁ କାହିଁ ହୁଏ
ତୋ ଆଖିରେ ଆଖି ମିଶିଗଲେ?
ମନ ହୁକୁହୁକୁ କାହିଁ ହୁଏ
ତୋ ଆଖିରେ ଆଖି ମିଶିଗଲେ?
ଦିଲ୍ ଧକ୍ ଧକ୍ କାହିଁକି ହୁଏ
ତୁ ଲୁଚିକି ମତେ ଡାକି ଦେଲେ?
ହଁ, କାହିଁକି ଆରେ ଏମିତି
ହଁ, କହିଦେ ନକରି ତୁ ବାହାନା
ଆଲୋ, ଗାରଉ ଗାରଉ ଗାରେଇ ଦେଲି ପାପୁଲିରେ ତୋ ନାଁ
ହଁ, ଗାରଉ ଗାରଉ ଗାରେଇ ଦେଲି ପାପୁଲିରେ ତୋ ନାଁ
ପାପୁଲିରେ ତୋ ନାଁ
ଗୁଣୁଗୁଣୁ ତୋର କଥା ଶୁଣୁଶୁଣୁ
ତୋ ପାଖକୁ ଧାଇଁ ଯାଉଛି
ହାଁ, ଆସିକି ଯାଉଛୁ ଚୁପ୍ ରହୁଛୁ, କିଛି ତୋର ବୋଧେ ହେଇଛି
ଆଲୋ ରୁଣୁଝୁଣୁ ତୋର ରୁପାର ପାଉଞ୍ଜି ଅନ୍ୟମନସ୍କ ତ କରୁଛି
ହଁ, ଜାଣିଶୁଣି ମନ ଛାନିଆ ହେଉଛି
ତୋ ଚଗଲାମି ଜଣା ପଡୁଛି
ଜାଣି ମୁଁ, ହଁ ପାରୁଛି
ତୁ ହବୁ ମୋର दिल जानिआ
ଆଲୋ, ଗାରଉ ଗାରଉ ଗାରେଇ ଦେଲି ପାପୁଲିରେ ତୋ ନାଁ
ହଁ, ଗାରଉ ଗାରଉ ଗାରେଇ ଦେଲି ପାପୁଲିରେ ତୋ ନାଁ
ପାପୁଲିରେ ତୋ ନାଁ
ଦିଲ୍ ତତେ ଦେଇ ଦେଲି, ହଁ, ମନ୍ ତତେ ଦେଇ ଦେଲି
ତୁ ଦିୱାନୀ ହେଇଗଲୁ, ମୁଁ ତୋ ଦିୱାନା ହେଲି
ହଁ, ଦିଲ୍ ତତେ ଦେଇ ଦେଲି, ହଁ, ମନ୍ ତତେ ଦେଇ ଦେଲି
ତୁ ଦିୱାନା ହେଇଗଲୁ, ମୁଁ ତୋ ଦିୱାନୀ ହେଲି
ଭାରି ମଜାକିଆ ମିଠା କଥା ତୋର ମତେ ତ ଚଗଲି କରୁଛି
ସୁନା ପିଲାଟାକୁ ଚଗଲା କଲୁ ତୁ, ସବୁ ଭୁଲିଭାଲି ଯାଉଛି
ମନ ଇଲାକାରେ ତତେ ମୁଁ ରଖିଛି, ଆଉ ସେଠି କେହି ନାହିଁ
ହଁ, ଫଗୁଣ ମାସରେ ନେବି ମୁଁ ସଜେଇ ମଥାରେ ସିନ୍ଦୂର ଦେଇ
ହଁ, ଯିବାକୁ ରାଜି ଅଛି ମୁଁ
ହଁ, ସଵାରୀ ପାଲିଙ୍କି ଦେ ବଇନା
ଆରେ, ଗାରଉ ଗାରଉ ଗାରେଇ ଦେଲି ପାପୁଲିରେ ତୋ ନାଁ
ଆଲୋ, ଗାରଉ ଗାରଉ ଗାରେଇ ଦେଲି ପାପୁଲିରେ ତୋ ନାଁ
ପାପୁଲିରେ ତୋ ନାଁ, ହଁ, ପାପୁଲିରେ ତୋ ନାଁ