Elige una pista para reproducir
ଯେବେ-ଯେବେ ଆଖି ତୋତେ ଦିଏ ଦେଖି
ପାରେନି ପଲକ ବୁଜି
ଯେବେ-ଯେବେ ଆଖି ତୋତେ ଦିଏ ଦେଖି
ପାରେନି ପଲକ ବୁଜି
ତୋ ଖୁସିରେ ମୋ ଖୁସିକୁ
ପାଇଛି ରେ ଖୋଜି
ନୂଆ ଗୋଟେ ଦୁନିଆରେ
ଯାଇଛି ରେ ହଜି
ସବୁ ପ୍ରଶ୍ନର ତୁ ମୋ ଉତ୍ତର
ମୁଁ hero, ମୁଁ hero
ମୁଁ ତୋ hero
ହଁ, ମୁଁ hero, ହଁ, ମୁଁ hero
ମୁଁ ତୋ hero
କି ବର୍ଣ୍ଣ ତୋ ରୂପ କେବେ, ପାରିଲିନି ଦେଖି
ଅଭୀରର ଚାଦରରେ ଦେବି ଆ ଢାଙ୍କି
ନିରୀହ ତୋ ଆଖିସାରା, ସପନର ଭିଡ଼
ଏଇ ମୋର ଜୀବନକୁ ଦିଏ ନୂଆ ମୋଡ
ଛାଡିଯାଏ ମୁଁ ତୋଠି ମୋ ନଜର
ମୁଁ hero, ମୁଁ hero
ମୁଁ ତୋ hero
ହଁ, ମୁଁ hero, ହଁ, ମୁଁ hero
ମୁଁ ତୋ hero
ତୋ ସାଥେ ସମ୍ପର୍କର କି ନାଁ ଦେବି?
ଜଣାନାହିଁ ପ୍ରେମିକରୁ କେବେ ହେଲି କବି
ବାରମ୍ବାର ତୋ ପାଇଁ ଜନ୍ମ ନଉଥିବି
ନିସର୍ତ୍ତରେ ତତେ ଖାଲି ଭଲ ପାଇଯିବି
ମନକୁ କଲି ନାଁରେ ତୋର
ମୁଁ hero, ମୁଁ hero
ମୁଁ ତୋ hero
ହଁ, ମୁଁ ହିରୋ, ହଁ, ମୁଁ hero
ମୁଁ ତୋ hero
ତୁ hero, ତୁ hero
ତୁ ମୋ hero
ତୁ hero, ତୁ hero
ତୁ ମୋ hero