ନନ୍ଦିଘୋଷ ତୋର ଅଟକିଗଲା, ବଡ ଶଙ୍ଖଠାରେ
ନନ୍ଦିଘୋଷ ତୋର ଅଟକିଗଲା, ବଡ ଶଙ୍ଖଠାରେ
ନନ୍ଦିଘୋଷ ତୋର ଅଟକିଗଲା, ବଡ ଶଙ୍ଖଠାରେ
କିଏ ସେ ଭକତ ଏତେ ଆପଣାର?
କିଏ ସେ ଭକତ ଏତେ ଆପଣାର?
ଡାକିଲା ଚନ୍ଦନପୁରେ
ଡାକିଲା ଚନ୍ଦନପୁରେ
କାଳିଆରେ, କାଳିଆରେ, କାଳିଆରେ
ଡାକିଲା ଚନ୍ଦନପୁରେ
ନନ୍ଦିଘୋଷ ତୋର ଅଟକିଗଲା, ବଡ ଶଙ୍ଖଠାରେ
ନନ୍ଦିଘୋଷ ତୋର
ତୁଯେ ଭକତର ଭକତ ତୋହର, ସେ ଲାଗି ଉଡାଉ ନେତ
ତୁଯେ ଭକତର ଭକତ ତୋହର, ସେ ଲାଗି ଉଡାଉ ନେତ
ଭକତର ଦୁଃଖ କେମିତି ସହିବୁ?
ଭକତର ଦୁଃଖ କେମିତି ସହିବୁ?
ତେଣୁ ତୁ ରଖିଲୁ ରଥ
ପଡିଗଲା ହୁରୀ, ଚଉଦୀଗ ପୁରୀ
ପଡିଗଲା ହୁରୀ, ଚଉଦୀଗ ପୁରୀ
ଭକ୍ତ ଆସେ ନୀଳାଚଳେ
ଭକ୍ତ ଆସେ ନୀଳାଚଳେ
କାଳିଆରେ, କାଳିଆରେ, କାଳିଆରେ
ଡାକିଲା ଚନ୍ଦନପୁରେ
ନନ୍ଦିଘୋଷ ତୋର ଅଟକିଗଲା, ବଡ ଶଙ୍ଖଠାରେ
ନନ୍ଦିଘୋଷ ତୋର
ମାଆ ଯାଚିଥିଲା ପୁଅଟିଏ ହେଲେ ଟାଣିବ ତୋ ନନ୍ଦିଘୋଷ
ମାଆ ଯାଚିଥିଲା ପୁଅଟିଏ ହେଲେ ଟାଣିବ ତୋ ନନ୍ଦିଘୋଷ
ଭାବଗ୍ରାହି ତୁହି ଭକ୍ତ ଭାବ ବୁଝି
ଭାବଗ୍ରାହି ତୁହିଁ ଭକ୍ତ ଭାବ ବୁଝି
ଦେଲୁ ମା' ଓଠରେ ହସ
ବାର ବରଷରେ ଲାଗିଲା ତୋ ଡୋରି
ବାର ବରଷରେ ଲାଗିଲା ତୋ ଡୋରି
ଭକ୍ତ ରଣ ସୁଝ ପଡେ
ଭକ୍ତ ଋଣ ସୁଝ ପଡେ
କାଳିଆରେ, କାଳିଆରେ, କାଳିଆରେ
ଭକ୍ତ ଋଣ ସୁଝ ପଡେ
ନନ୍ଦିଘୋଷ ତୋର ଅଟକିଗଲା, ବଡ ଶଙ୍ଖଠାରେ
ନନ୍ଦିଘୋଷ ତୋର ଅଟକିଗଲା, ବଡ ଶଙ୍ଖଠାରେ
କିଏ ସେ ଭକତ ଏତେ ଆପଣାର?
କିଏ ସେ ଭକତ ଏତେ ଆପଣାର?
ଡାକିଲା ଚନ୍ଦନପୁରେ
ଡାକିଲା ଚନ୍ଦନପୁରେ
କାଳିଆରେ, କାଳିଆରେ, କାଳିଆରେ
ଡାକିଲା ଚନ୍ଦନପୁରେ
ଡାକିଲା ଚନ୍ଦନପୁରେ
ଡାକିଲା ଚନ୍ଦନପୁରେ