Elige una pista para reproducir
ଭିଜା ସକାଳର ତୁ ମୋ ପ୍ରେମ
ତୁ ମୋ मेहमान
ଭିଜା ସକାଳର ତୁ ମୋ ପ୍ରେମ
ତୁ ମୋ मेहमान
ତୁ ମୋର जिंदगी, तू ही मेरी जान
ତୁ ମୋର जिंदगी, तू ही मेरी जान
ଧୀରେ-ଧୀରେ ହେଲୁ ପ୍ରିୟା
ତୁ ମୋ पेहचान
ଧୀରେ-ଧୀରେ ହେଲୁ ପ୍ରିୟା
ତୁ ମୋ पेहचान
ଭିଜା ସକାଳର ତୁ ମୋ ପ୍ରେମ
ତୁ ମୋ मेहमान
ଭିଜା ସକାଳର ତୁ ମୋ ପ୍ରେମ
ତୁ ମୋ मेहमान
ତୁ ମୋର जिंदगी, तू ही मेरी जान
ତୁ ମୋର जिंदगी, तू ही मेरी जान
ଆସିଲୁ ତୁ ଯେବେ ଜୀବନେ
ବାସ୍ନା ଖେଳିଗଲା ଏ ମନେ
ଆସିଲୁ ତୁ ଯେବେ ଜୀବନେ
ବାସ୍ନା ଖେଳିଗଲା ଏ ମନେ
ତୁ ଆସିବୁ ବୋଲି ଆଗରୁ ଖବର
ଆସିଥିଲା ପବନେ
ତୋତେ ପାଇଗଲି ଆଜି ख़ुदाकी यही मेहरबान
ଭିଜା ସକାଳର ତୁ ମୋ ପ୍ରେମ
ତୁ ମୋ मेहमान
ତୁ ମୋର जिंदगी, तू ही मेरी जान
ତୁ ମୋର जिंदगी, तू ही मेरी जान
କଉଠି ଥିଲୁ ଜାଣେନା
କିଏ ଗଢ଼ିଦେଲା ଜାଣେନା
କଉଠି ଥିଲୁ ଜାଣେନା
କିଏ ଗଢ଼ିଦେଲା ଜାଣେନା
ପ୍ରଥମଥର ମୁଁ ପ୍ରେମରେ ପଡିଲି
ହେଲି ତୋର ଦିୱାନା
ତୋତେ ପାଇବାକୁ ଦିନେ ଓ ପ୍ରିୟା ରେ
ଥିଲା ମୋର अरमान
ଭିଜା ସକାଳର ତୁ ମୋ ପ୍ରେମ
ତୁ ମୋ मेहमान
ତୁ ମୋର जिंदगी, तू ही मेरी जान
ତୁ ମୋର जिंदगी, तू ही मेरी जान