Elige una pista para reproducir
ହେ, ହେ, ହେ
ହେ, ହେ, ହେ
ହେ, ହେ, ହେ
ହେ-ଏ, ହେ-ଏ, ହେ-ଏ
ଆଲୋ ଲୋ, ଲୋ, ଲୋ
ଜମା ମାନୁନି ବୋଲ
କରେ କଲବଲ କାହିଁକି କହ?
ଆଜି ଏଇ ହୃଦୟ, ଆଜି ଏଇ ହୃଦୟ
ଆଜି ଏଇ ହୃଦୟ, ଆଜି ଏଇ ହୃଦୟ
ଦେଖିବାକୁ ତୋତେ
ଆଖି ହୁଏ ଅଥୟ
ସେଥିପାଇଁ ବୋଧେ
ନିଦ ନାହିଁ ମୋତେ, ତୁ ମୋର ମୁଁ ତୋର
କହିଦିଏ ଏଇ ସମୟ
ତୁ ମୋ ବରଷାର ସାଥି
ତୁ ମୋ ବିଜୁଳିର ସାଥି
ତୁ ମୋ ଶୂନ୍ୟତାର ସାଥି
ତୁ ମୋ ଗହଳିର ସାଥି
ଆମ ମିଳାମିଶା ବେଳ
ଆମ ମନଚରି ଖେଳ
ନ ନଉ ବିଦାୟ
ଆଲୋ ଲୋ, ଲୋ, ଲୋ
ଜମା ମାନୁନି ବୋଲ
କରେ କଲବଲ କାହିଁକି କହ?
ଆଜି ଏଇ ହୃଦୟ, ଆଜି ଏଇ ହୃଦୟ
ଆଜି ଏଇ ହୃଦୟ, ଆଜି ଏଇ ହୃଦୟ
ହୃଦୟକୁ ଯଦି ଆଜି ମୁଁ ପଚାରେ
ହୃଦୟକୁ ଯଦି ଆଜି ମୁଁ ପଚାରେ
ଭଲ ପାଏ ନିଜ ଇଚ୍ଛାରେ
ଆରେ ମନ କିଏ ନେଇଗଲା ଧିରେ, ଧିରେ, ଧିରେ
ନିଦ ମୋର କିଏ ନେଲାରେ? (ମୁଁ, ମୁଁ, ମୁଁ)
ଚାରିଆଡେ ଖାଲି
ଦିଶିଯାଏ ତ ମୁହଁ
ସେଥିପାଇଁ ବୋଧେ
ତୋ ଖବର ନିଏ ଧିରେ ଧିରେ ବହିଆସେ ମିଠା ମଳୟ
ତୁ ମୋ କୁହୁଡିର ସାଥି
ତୁ ମୋ କାକରର ସାଥି
ତୁ ମୋ ଆଲୁଅର ସାଥି
ତୁ ମୋ ଅନ୍ଧାରର ସାଥି
ଗଲା ଜନମରେ ଆମ ବାକିଥିଲା ଯଉ ପ୍ରେମ କରିନେ ଆଦାୟ
ଆଲୋ ଲୋ, ଲୋ, ଲୋ
ଜମା ମାନୁନି ବୋଲ
କରେ କଲବଲ କାହିଁକି କହ?
ଆଜି ଏଇ ହୃଦୟ, ଆଜି ଏଇ ହୃଦୟ
ଆଜି ଏଇ ହୃଦୟ, ଆଜି ଏଇ ହୃଦୟ
ସମୟକୁ ଯେତେ ହେଲି ମୁଁ ନେହୁରା
ସମୟକୁ ଯେତେ ହେଲି ମୁଁ ନେହୁରା
କହିଦେଲା ସିଏ ଅଫେରା
ଆରେ ମୋତେ ଆସି ଡାକିନେଲା ଧିରେ, ଧିରେ, ଧିରେ
ଏତେ ସ୍ମୃତି କିଏ ଦେଲାରେ (ମୁଁ, ମୁଁ, ମୁଁ)
କହୁନି ମୁଁ କିଛି
ବାକି ଯାହା ତୁ କହ
ତୋ ଅକୁହା ଭାଷା
ବୁଝିପାରେ ବୋଲି ତୋ ସାଥେ ଗପି ଗପି ହେଇଯାଉ ସୂର୍ଯ୍ୟ ଉଦୟ
ତୁ ମୋ ଜୀବନର ସାଥି
ତୁ ମୋ ମରଣର ସାଥି
ତୁ ମୋ ଗଲା ଜନ୍ମ ସାଥି
ତୁ ମୋ ଆର ଜନ୍ମ ସାଥି
ଆମେ ଏତେ ପାଖେ ଥିବା
ଏତେ ଭଲ ପାଉଥିବା
ନଥିବ ବିରହ
ଆଲୋ ଲୋ, ଲୋ, ଲୋ
ଜମା ମାନୁନି ବୋଲ
କରେ କଲବଲ କାହିଁକି କହ?
ଆଜି ଏଇ ହୃଦୟ, ଆଜି ଏଇ ହୃଦୟ
ଆଜି ଏଇ ହୃଦୟ, ଆଜି ଏଇ ହୃଦୟ
ଆଜି ଏଇ ହୃଦୟ, ଆଜି ଏଇ ହୃଦୟ
ଆଜି ଏଇ ହୃଦୟ, ଆଜି ଏଇ ହୃଦୟ