Elige una pista para reproducir

ହେହେ, ତାରା-ତାରା-ତାରା-ତାରା
ହେହେ, ତାରା-ତାରା-ତାରା-ତାରା
ହେହେ-ଏ
ଯାହାକୁ ମୁଁ ଏତେ ଭଲପାଉଛି
ତା ପାଇଁ ଆଜି ଗୀତ ଗାଉଛି
ଯାହାକୁ ମୁଁ ଏତେ ଭଲପାଉଛି
ତା ପାଇଁ ଆଜି ଗୀତ ଗାଉଛି
ସିଏ ଏଠି ବସିଛି, ବସି ଗୀତ ଶୁଣୁଛି
ସିଏ ଏଠି ବସିଛି, ବସି ଗୀତ ଶୁଣୁଛି
ସେଇ ଝିଅ କିଏ କି?
ଆରେ, ଯିଏ ନୀଳ ଶାଢୀ ପିନ୍ଧିଛି
ଯାହାକୁ ମୁଁ ଏତେ ଭଲପାଉଛି
ତା ପାଇଁ ଆଜି ଗୀତ ଗାଉଛି
ସବୁବେଳେ ହସୁଥାଏ, ମୋତେ ଦେଖି ରାଗିଯାଏ
ଲାଜ-ରାଗ ତା ଚାହାଣି, ତୋଳିଥିଲା ପେମ କାହାଣୀ
ଡାକୁ ଯେବେ ଦେଖି ଦେଲି ସବୁ ଭୁଲିଲି
ମନେ-ମନେ କେତେ କଥା ଭାବି ମୁଁ ଗଲି
ହୁଁମ୍, କେତେବେଳେ ହସେ, କେତେବେଳେ ରାଗେ
ତା ମନ କଥା ଜାଣେନା
ଯାହାକୁ ମୁଁ ଏତେ ଭଲପାଉଛି
ତା ପାଇଁ ଆଜି ଗୀତ ଗାଉଛି
ଯାହାକୁ ମୁଁ ଏତେ ଭଲପାଉଛି
ତା ପାଇଁ ଆଜି ଗୀତ ଗାଉଛି
ସେଇ ଝିଅ ଯେବେ ହସେ, ତାରା ମେଳେ ଜହ୍ନ ହସେ
ମାନସୀ ମୋ ଫୁଲରାଣୀ, ରୂପରେ ତା ନେଲା କିଣି
ଭୁଲିବାକୁ ଯେବେ ଭାବେ ଭୁଲି ପାରେନି
ତଥାପି ମୁଁ ନ ଭାବିଲେ ରହି ପାରେନି
ହୁଁମ୍, ତାକୁ ମୁଁ ଦିନେ ନ ଦେଖିଲେ ମନେ
ମନ ଭଲ ମୋ ଲାଗେନା
ଯାହାକୁ ମୁଁ ଏତେ ଭଲପାଉଛି
ତା ପାଇଁ ଆଜି ଗୀତ ଗାଉଛି
ସିଏ ଏଠି ବସିଛି, ବସି ଗୀତ ଶୁଣୁଛି
ସେଇ ଝିଅ କିଏ କି?
ଆରେ, ଯିଏ ନୀଳ ଶାଢୀ ପିଛିଛି