Elige una pista para reproducir
Sencillo / Pista
Darling ତୁମେ ଭାରି ଭଲ
ତୁମେ ମୋର ହୀରା-ଫୁଲ
Darling ତୁମେ ଭାରି ଭଲ
ତୁମେ ମୋର ହୀରା-ଫୁଲ (सच?)
ହାତ ଧର ଯିବା ଚାଲ
ଜହ୍ନରେ କରିବା ଘର (wonderful)
ତୁମେ ମୋର, ମୁଁ ତୁମର
ଦୁନିଆଁକୁ ଗୋଲି ମାର (okay)
Darling ତୁମେ ଭାରି ଭଲ
ତୁମେ ମୋର ହୀରା-ଫୁଲ
ଦେଖ୍, ଦେଖ୍, ଦେଖ୍ ମୋ ପଇସାକୁ ଦେଖ୍
ପଇସାରେ ପୋତିଦେବି ଦେଖିନୁ ମୋ cheque
ଆରେ, ଦେଖ୍, ଦେଖ୍, ଦେଖ୍ ମୋ ପଇସାକୁ ଦେଖ୍
ପଇସାରେ ପୋତିଦେବି ଦେଖିନୁ ମୋ cheque
ଦିଲ୍ଲୀ ତତେ ବୁଲେଇ ନେବି, ବମ୍ବେ ତତେ ବୁଲେଇ ନେବି
ଦିଲ୍ଲୀ ତତେ ବୁଲେଇ ନେବି, ବମ୍ବେ ତତେ ବୁଲେଇ ନେବି
କର୍ hand-shake
ନକର ଗୁମାନ ଗୋ
ନେବି ମୁଁ କୋଣାରକ
ସେଠାରୁ ପୁରୀ ଯିବା, ଚକାଡୋଳାକୁ ଦେଖିବା
ନନ୍ଦନକାନନରେ ବସି ହାତୀ ଉପରେ
ନନ୍ଦନକାନନରେ ବସି ହାତୀ ଉପରେ
ଦେଖିବା ଧଳା-ବାଘ
ହବନି ଚଙ୍ଗ-ଚଙ୍ଗ
ସଖି ମୋ, ରାଗ ନାହିଁ ହେବି ପଛେ ଘର ଜୋଇଁ
Darling ତୁମେ ସବୁ ଭଲ
ତୁମେ ମୋର, ମୁଁ ତୁମର
ହାତ ଧର ଯିବା ଚାଲ
ଜହ୍ନରେ କରିବା ଘର
ତୁମେ ମୋର, ମୁଁ ତୁମର
ଦୁନିଆଁକୁ ଗୋଲି ମାର