ଏକା ତୋ ଭକତ ଜୀବନ
ଭକତ ନିମନ୍ତେ ତୋର ଶଙ୍ଖ ଚକ୍ରେ ଚିହ୍ନ
ଏକା ତୋ ଭକତ ଜୀବନ
ଏକା ତୋ ଭକତ ଜୀବନ
ଭକତ ନିମନ୍ତେ ତୋର ଶଙ୍ଖ ଚକ୍ରେ ଚିହ୍ନ
ଏକା ତୋ ଭକତ ଜୀବନ
ଭକତ ତୋ ମାତା-ପିତା, ଭକତ ତୋ ବନ୍ଧୁ
ଭକତ ହିତରେ ତୋର ନାମ କୃପାସିନ୍ଧୁ, ନାମ କୃପାସିନ୍ଧୁ
(ଭକତ ତୋ ମାତା-ପିତା, ଭକତ ତୋ ବନ୍ଧୁ)
(ଭକତ ହିତରେ ତୋର ନାମ କୃପାସିନ୍ଧୁ, ନାମ କୃପାସିନ୍ଧୁ)
ଏକା ତୋ ଭକତ ଜୀବନ
ଏକା ତୋ ଭକତ ଜୀବନ
ଏକା ତୋ ଭକତ ଜୀବନ
ଏକା ତୋ ଭକତ ଜୀବନ