Elige una pista para reproducir
ଆଲୋ ଏ ସାବି, ତତେ ମୁଁ ମଲିଣି ରାବି-ରାବି
ସାବି-ସାବି, ତୁତ ମୋ'ର ନାଲିପାନ ବିବି
ସାବି-ସାବି, ତୁତ ମୋ'ର ନାଲିପାନ ବିବି
ତୋରି ଲାଗି ପଛେ ମୁହିଁ ଥାନାକୁ ଯିବି
ଆଲୋ ତୋରି ଲାଗି ପଛେ ମୁହିଁ ଥାନାକୁ ଯିବି
ହେଲେ ମୁଁ ତ, ତତେ ଦିନେ ତୋ' ସାହିରୁ ଉଡ଼େଇ ନେବି
ସାବି-ସାବି, ତୁତ ମୋ'ର ନାଲିପାନ ବିବି
ସାବି-ସାବି, ତୁତ ମୋ'ର ନାଲିପାନ ବିବି
ତୁତ ମୋ'ର ଗୋଲାପ ତୋଡ଼ା
ତୋ' ବିନା ମୋ' ଘର ଉଜୁଡା
ତୋ' ବାପା ମୋ ଶଶୁର ବୁଢ଼ା
ସେ ନମ୍ବରି ବଉଁଶ ବୁଡ଼ା
ତତେ ସେ ଶିଖେଇ, ନେଲା ମୋ'ଠାରୁ ଛଡ଼େଇ
ତତେ ସେ ଶିଖେଇ, ନେଲା ମୋ'ଠାରୁ ଛଡ଼େଇ
ହେଲେ ମୁଁ ତ, ତାକୁ ଦିନେ ପାନେ ମଜା ଚଖେଇ ଦେବି
ସାବି-ସାବି, ତୁତ ମୋ'ର ନାଲିପାନ ବିବି
ସାବି-ସାବି, ତୁତ ମୋ'ର ନାଲିପାନ ବିବି
ମୁଁ ଗେରସ୍ତ, ତୁ ମୋ' ଘରଣୀ
ମୁଁ ବାଇୟା, ତୁ ମୋ' ବାୟାଣୀ
ତୁ ରଡ଼ିବୁ ଯେବେ ରାଗିଣୀ
ମୁଁ ବାହିବି ପ୍ରେମ ଖଞ୍ଜଣି
ଶୁଣ ମୋ' ଭାରିଯା, ଆଲୋ ମୋ' କଥା ମାନିଯା
ଶୁଣ ମୋ' ଭାରିଯା, ଆଲୋ ମୋ' କଥା ମାନିଯା
ତା' ନହେଲେ ସତ କହୁଛି ବେକରେ ମୁହିଁ ଦଉଡ଼ି ଦେବି
ସାବି-ସାବି, ତୁତ ମୋ'ର ନାଲିପାନ ବିବି
ସାବି-ସାବି, ତୁତ ମୋ'ର ନାଲିପାନ ବିବି
ତୋରି ଲାଗି ପଛେ ମୁହିଁ ଥାନାକୁ ଯିବି
ଆଲୋ ତୋରି ଲାଗି ପଛେ ମୁହିଁ ଥାନାକୁ ଯିବି
ହେଲେ ମୁଁ ତ, ତତେ ଦିନେ ତୋ' ସାହିରୁ ଉଡ଼େଇ ନେବି
ସାବି-ସାବି, ତୁତ ମୋ'ର ନାଲିପାନ ବିବି
ସାବି-ସାବି, ତୁତ ମୋ'ର ନାଲିପାନ ବିବି
ସାବି-ସାବି, ତୁତ ମୋ'ର ନାଲିପାନ ବିବି