Elige una pista para reproducir
ମୁଁ ତୁମକୁ ଭଲପାଏ, ଭଲପାଏ, ଭଲପାଏ
ଓ, ମୁଁ ତୁମକୁ ଭଲପାଏ, ଭଲପାଏ, ଭଲପାଏ
ଆହା, ଆକାଶ, ପୃଥିବୀ ପରି
ଆହା, ବାଦଲ, ବିଜୁଳି ପରି
ଆହା, ଆକାଶ, ପୃଥିବୀ ପରି
ଆହା, ବାଦଲ, ବିଜୁଳି ପରି
ମୁଁ ଚାଲୁଥିବି ସାଥେ-ସାଥେ, ତୁମ ହାତ ଧରି
ମୁଁ ତୁମକୁ ଭଲପାଏ, ଭଲପାଏ, ଭଲପାଏ
ପାଦରେ ପାଦ ମିସେଇ ବାଟଟିଏ ହବା
କବିତାର ନଦୀଟିଏ ହୋଇ ବୋହିଯିବା
ପାଦରେ ପାଦ ମିସେଇ, ବାଟଟିଏ ହବା
କବିତାର ନଦୀଟିଏ ହୋଇ ବୋହିଯିବା
ସେଇ ନଦୀର ନଦୀରେ, ମୁଁ ହେବି ତୋ ଭଉଁରୀ
ହୋ, ମୁଁ ତୁମକୁ ଭଲପାଏ, ଭଲପାଏ, ଭଲପାଏ
ଇନ୍ଦ୍ରଧନୁର ବଗିଚାରେ କରିବା ଘର
ଖେଳୁଥିବ ନୀତି ଯହିଁ ରଙ୍ଗର ଜୁଆର
ଇନ୍ଦ୍ରଧନୁର ବଗିଚାରେ କରିବା ଘର
ଖେଳୁଥିବ ନୀତି ଯହିଁ ରଙ୍ଗର ଜୁଆର
ସେଇ ଜୁଆର ଜୁଆରେ ଭାସିବା ଥିରି-ଥିରି
ହୋ, ମୁଁ ତୁମକୁ ଭଲପାଏ, ଭଲପାଏ, ଭଲପାଏ
ଓ, ମୁଁ ତୁମକୁ ଭଲପାଏ, ଭଲପାଏ, ଭଲପାଏ
ଆହା, ଆକାଶ, ପୃଥିବୀ ପରି
ଆହା, ବାଦଲ, ବିଜୁଳି ପରି
ଆହା, ଆକାଶ, ପୃଥିବୀ ପରି
ଆହା, ବାଦଲ, ବିଜୁଳି ପରି
ମୁଁ ଚାଲୁଥିବି ସାଥେ-ସାଥେ, ତୁମ ହାତ ଧରି (ମୁଁ ଚାଲୁଥିବି ସାଥେ-ସାଥେ ତୁମ ହାତ ଧରି)