Elige una pista para reproducir
ବାଜିଗଲେ ରେ ଢ଼ୋଲ, ନିଶାନ୍, ତାସା, ନେଇ ନାଚି କାହିଁଯିବୁ?
ଦୁଲକି ଯିବାରେ ଦୁଲ୍ ଦୁଲ୍ ଦୁଲ୍, ଆମେ ସମ୍ବଲପୁରିଆ ବାବୁ

ଆମର୍ ସମ୍ବଲପୁରୀ ମିଠାରେ, ସୁନୁଥିବ କାନ ଡ଼େରି
ଆମର୍ ନାଚିନେ ନିଶାରେ, ନାଚବ କିନ୍ଦରି କିନ୍ଦରି
ଜାନି ଥ, ଚିହିଁ ଥ (ଆମେ ସମ୍ବଲପୁରିଆ ବାବୁ)
ବାଜିଗଲେ ରେ...
ବାଜିଗଲେ ରେ ଢ଼ୋଲ, ନିଶାନ୍, ତାସା, ନେଇ ନାଚି କାହିଁଯିବୁ?
ଦୁଲକି ଯିବାରେ ଦୁଲ୍ ଦୁଲ୍ ଦୁଲ୍ ଆମେ ସମ୍ବଲପୁରିଆ ବାବୁ

ଦୁଲକି ଯିବାରେ ଦୁଲ୍ ଦୁଲ୍ ଦୁଲ୍ (ଆମେ ସମ୍ବଲପୁରିଆ ବାବୁ)
ହେ, ଡ଼ାଲଖାଇ ରସରକେଲି ବାଜଲେ ଚୁଟକୁ ଚୁଟା
ଭଏରା ବଲସି ସୁନମି ସୁନମି ଛଟକି ବୁଲସି ଛୁଟା
ଚାହା ପିବ ଫୁକି ଫୁକି, ପାନ ଖାଏବ କଲେ
ଯେତେ disco ବାଏଲେବି ଆମର ସମ୍ବଲପୁରିର ତଲେ
ହୁମ ବଉଲ ମାଏଲା ଜଡ଼, ମାଏଲେ ମହନି ଛଟା
ଧାଙ୍ଗରି ବଲସି ନାଚମି ନାଚମି, ବୁଢ଼ୀର ମଲକେ ଅଁଟା
ଜାନି ଥ, ଚିହିଁ ଥ (ଆମେ ସମ୍ବଲପୁରିଆ ବାବୁ)
ବାଜିଗଲେ ରେ...
ବାଜିଗଲେ ରେ ଢ଼ୋଲ, ନିଶାନ୍, ତାସା, ନେଇ ନାଚି କାହିଁଯିବୁ?
ଦୁଲକି ଯିବାରେ ଦୁଲ୍ ଦୁଲ୍ ଦୁଲ୍ ଆମେ ସମ୍ବଲପୁରିଆ ବାବୁ
ବାଜିଗଲେ ରେ ଢ଼ୋଲ, ନିଶାନ୍, ତାସା, ନେଇ ନାଚି କାହିଁଯିବୁ?
ଦୁଲକି ଯିବାରେ ଦୁଲ୍ ଦୁଲ୍ ଦୁଲ୍ (ଆମେ ସମ୍ବଲପୁରିଆ ବାବୁ)
ହେ ଚକଚକ ଆମେ ଚମକୁଛୁସୁଁ, ସବୁଠାନେ ହେସୁ ବାରି
ଯେନ୍ତା ଚମକେ ଦୁନିଆ ସାରା ଆମର୍ ସମ୍ବଲପୁରୀ ଶାଢ଼ୀ
ଭାବ୍ ପିରତି, ଶରଧା ସାଥି ଆମର୍ ସବୁବେଲେ
ଏକ ଜୁଟିଆ ହେଇ ଯାଏଁସୁ ସମ୍ବଲପୁରୀ ବାଜିଗଲେ
ମନଟା ଆମର ରଜାରେ, କେଭେ ନାଇଁ ଯାଉଁ ହାରି
ଦୁଶମନି କେ ଜାଏସୁ ଭୁଲି, ମୁଲକି ହସି ମାରି
ଜାନି ଥ, ଚିହିଁ ଥ (ଆମେ ସମ୍ବଲପୁରିଆ ବାବୁ)
ବାଜିଗଲେ ରେ...
ବାଜିଗଲେ ରେ ଢ଼ୋଲ, ନିଶାନ୍, ତାସା, ନେଇ ନାଚି କାହିଁଯିବୁ?
ଦୁଲକି ଯିବାରେ ଦୁଲ୍ ଦୁଲ୍ ଦୁଲ୍, ଆମେ ସମ୍ବଲପୁରିଆ ବାବୁ
ବାଜିଗଲେ ରେ ଢ଼ୋଲ, ନିଶାନ୍, ତାସା, ନେଇ ନାଚି କାହିଁଯିବୁ?
ଦୁଲକି ଯିବାରେ ଦୁଲ୍ ଦୁଲ୍ ଦୁଲ୍, ଆମେ ସମ୍ବଲପୁରିଆ ଏହେ-ହେହେ
ସମ୍ବଲପୁରିଆ ଏ-ହେ-ହେ, ଏ-ହେ
ସମ୍ବଲପୁରିଆ ବାବୁ