Sencillo / Pista
ନା ନା ରି ରା ନା ରେ
ନା ନା ରେ ରେ
ହୃଦୟ କେଉଁଠି ଥାଏ
କେହିତ ଜାଣେ ନା
ଛାତି ଚିରି ଖୋଜିଲେ ବି
ହୃଦୟ ମିଳେ ନା
କିଏ ଜିତେ କିଏ ହାରେ
ପ୍ରେମର ବାଯି ରେ
କେହି କେବେ ହାରେ ନାହି
ହୃଦୟ ଆଗରେ
ହଁସ ର ବଗିଚା ଶିଏ
ଲୁହର ଅଗଣା