Выберите трек для воспроизведения
(ଆରେ ପିଲାମାନେ, ନଟିଆ ଭଲ ପିଲା ହେଇଗଲା ରେ)
(ନଟିଆ କଥା ସବୁବେଳେ ମାନିବ)
(ଆରେ, ବୁଝିଲ ନା ନାଇଁ?)
(ନଟିଆ, ନଟିଆ, ନଟିଆ, ନଟିଆ, ନଟିଆ, ନଟିଆ ରେ)
(ନଟିଆ, ନଟିଆ, ନଟିଆ, ନଟିଆ, ନଟିଆ, ନଟିଆ ରେ)
(ନଟିଆ, ନଟିଆ, ନଟିଆ, ନଟିଆ, ନଟିଆ, ନଟିଆ ରେ)
(ନଟିଆ, ନଟିଆ, ନଟିଆ, ନଟିଆ, ନଟିଆ, ନଟିଆ ରେ)
PUBG ଖେଳି ପୁରା ଗଲୁଣି ବିଗିଡି
Mobile ଛାଡି ଆ ଖେଳିବା କବାଡି
ଶାରୀରିକ ବ୍ୟାୟାମ ଅଭ୍ୟାସରେ ପଡି
ସୁସ୍ଥ ରହି ସ୍ୱାସ୍ଥ୍ୟ ରଖିବା ସଜାଡି
ଭଲ ପାଠ ପଢି ସଫଳତା ସିଢି
ଯିବା ରେ ଆମେ ଚଢ଼ି
(ନାଇଁ-ନାଇଁ-ନାଇଁ, ମୁଁ mobile game ଖେଲ ଥାଲିବିନି)
(ଆରେ, ଏଇନା କହିଲୁ ବଡ଼ ମଣିଷ ହବୁ)
(ଆଉ ଏଇନା କହୁଛୁ mobile ଛାଡ଼ିବୁନି)
(ଆ ତାହେଲେ ତୋର କଥାବାର୍ତା ଠିକ ନାହିଁ ଆଉ)
(ନଟିଆ, ନଟିଆ, ନଟିଆ, ନଟିଆ, ନଟିଆ, ନଟିଆ ରେ)
(ନଟିଆ, ନଟିଆ, ନଟିଆ, ନଟିଆ, ନଟିଆ, ନଟିଆ ରେ)
ବଡଙ୍କୁ ସମ୍ମାନ, ସାନ ପ୍ରତି ସ୍ନେହ କରୁଥିବା ଆମେ ସଦା
ଗୁରୁଜନଙ୍କର ସେବା କରୁଥିଲେ ଆସିବନି ବିଗ୍ନ ବାଧା
ଗଛ ଲଗେଇ ତାର ଯତ୍ନ କରିବା
ଖାଇବା ଆଗରୁ ହାତ ଧୋଇବା
ଠିକ ସମୟରେ school ଯିବା
ବାଦ ବିବାଦଠୁ ଦୂରେ ରହିବା
ହସି ଖେଳି ଜିଇଁବା
(ନଟିଆ, ନଟିଆ, ନଟିଆ, ନଟିଆ, ନଟିଆ, ନଟିଆ ରେ)
(ନଟିଆ, ନଟିଆ, ନଟିଆ, ନଟିଆ, ନଟିଆ, ନଟିଆ ରେ)
(ନଟିଆ, ନଟିଆ, ନଟିଆ, ନଟିଆ, ନଟିଆ, ନଟିଆ ରେ)
(ନଟିଆ, ନଟିଆ, ନଟିଆ, ନଟିଆ, ନଟିଆ, ନଟିଆ ରେ)
ବାପା ମା' ଆମ ପାଇଁ ସାକ୍ଷାତ ପ୍ରଭୁ
ତାଙ୍କ କଥା ଆମେ ସଦା ମାନି ଚଳିବୁ
ପାଠ ପଢ଼ି ଆମେ ଭଲ ମଣିଷ ହବୁ
ବାପା ମା'ଙ୍କର ଆମେ ଟେକ ରଖିବୁ
ବଡ଼ ଲୋକଙ୍କର ଜୀବନି ପଢ଼ିବା ସମୟ ପାଇଲେ ବସି
ଆରେ, ଅଜା ଆଈ ଠାରୁ କାହାଣୀ ଶୁଣିକି ହବା ଆସ ଆମେ ଖୁସି
ତ୍ରିରଙ୍ଗାକୁ ଆମେ ସମ୍ମାନ ଦେବା
ବିଭୁପାଦେ ସଦା ଲୟ ରଖିବା
ଦୁଃଖିରଙ୍କିଙ୍କର ସାହାରା ହେବା
ପଶୁ ପକ୍ଷୀ ପ୍ରତି ଦୟା ପାଳିବା
मेहनत କରିବା
(ନଟିଆ, ନଟିଆ, ନଟିଆ, ନଟିଆ, ନଟିଆ, ନଟିଆ ରେ)
(ନଟିଆ, ନଟିଆ, ନଟିଆ, ନଟିଆ, ନଟିଆ, ନଟିଆ ରେ)
(ନଟିଆ, ନଟିଆ, ନଟିଆ, ନଟିଆ, ନଟିଆ, ନଟିଆ ରେ)
(ନଟିଆ, ନଟିଆ, ନଟିଆ, ନଟିଆ, ନଟିଆ, ନଟିଆ ରେ)
(ନଟିଆ, ନଟିଆ, ନଟିଆ, ନଟିଆ, ନଟିଆ, ନଟିଆ ରେ)
(ନଟିଆ, ନଟିଆ, ନଟିଆ, ନଟିଆ, ନଟିଆ, ନଟିଆ ରେ)
(ନଟିଆ, ନଟିଆ, ନଟିଆ, ନଟିଆ, ନଟିଆ, ନଟିଆ ରେ)
(ନଟିଆ, ନଟିଆ, ନଟିଆ, ନଟିଆ, ନଟିଆ, ନଟିଆ ରେ)