Выберите трек для воспроизведения
ତୋ ପ୍ରେମରେ ପାଗଳ ମୁଁ
ଆଜି, ଆଜି
ତୋ ପ୍ରେମରେ दीवाना ମୁଁ
ଆଜି, ଆଜି
ତୋ ପ୍ରେମରେ ମୁଁ ନିଜକୁ ରଖିଛି ବାଜି
ତୁ ହଁ କର୍ କି ନା କର୍, ତୋରି मर्ज़ी
ତୋ ପ୍ରେମରେ ପାଗଳ ମୁଁ
ଆଜି, ଆଜି
ତୋ ପ୍ରେମରେ दीवाना ମୁଁ
ଆଜି, ଆଜି
ଏ ଛାତିରୁ ସବୁ ଲିଭେଇ ଦେଇ ମୁଁ
ଲେଖିଛି ତୋରି ନାଁ
ତତେ ଆଉ କିଏ ଚାହିଁଦେଲେ ଥରେ
ସେ ଛାତିରେ ଲାଗେ ନିଆଁ
ଏ ଛାତିରୁ ସବୁ ଲିଭେଇ ଦେଇ ମୁଁ
ଲେଖିଛି ତୋରି ନାଁ
ତତେ ଆଉ କିଏ ଚାହିଁଦେଲେ ଥରେ
ସେ ଛାତିରେ ଲାଗେ ନିଆଁ
ତୋ ପ୍ରେମରେ ଜଳୁଛି ମୁଁ
ଆଜି, ଆଜି
ତୋ ପ୍ରେମରେ ମରୁଛି ମୁଁ
ଆଜି, ଆଜି
ତୋ ପ୍ରେମରେ ମୁଁ ନିଜକୁ ରଖିଛି ବାଜି
ତୁ ହଁ କର୍ କି ନା କର୍, ତୋରି मर्ज़ी
ତୋ ପ୍ରେମରେ ପାଗଳ ମୁଁ
ଆଜି, ଆଜି
ତୋ ପ୍ରେମରେ दीवाना ମୁଁ
ଆଜି, ଆଜି
ଏ ଆଖିରୁ ସବୁ ସପନ ଲିଭେଇ
ଦେଖୁଛି ତୋରି ସ୍ଵପ୍ନ
ସେ ସ୍ବପ୍ନ ଯେବେ ଅଧା ରହିଯାଏ
ନିଆଁ ତ ଲଗାଏ ଜହ୍ନ
ଏ ଆଖିରୁ ସବୁ ସପନ ଲିଭେଇ
ଦେଖୁଛି ତୋରି ସ୍ଵପ୍ନ
ସେ ସ୍ବପ୍ନ ଯେବେ ଅଧା ରହିଯାଏ
ନିଆଁ ତ ଲଗାଏ ଜହ୍ନ
ତୋ ପ୍ରେମରେ ଖେଳୁଛି ମୁଁ
ଆଜି, ଆଜି
ତୋ ପ୍ରେମରେ ହାରୁଛି ମୁଁ
ଆଜି, ଆଜି
ତୋ ପ୍ରେମରେ ମୁଁ ନିଜକୁ ରଖିଛି ବାଜି
ତୁ ହଁ କର୍ କି ନା କର୍, ତୋରି मर्ज़ी
ତୋ ପ୍ରେମରେ ପାଗଳ ମୁଁ
ଆଜି, ଆଜି
ତୋ ପ୍ରେମରେ दीवाना ମୁଁ
ଆଜି, ଆଜି