ତୋର ମୋର सुरु ହବ love-story ଏବେ ରେ
ହେ, ଘାଣ୍ଟିଦବ ଏଇ ଟୋକା ରାଜି ଥରେ ହେଲେ ରେ
ମନ ସକସକ, ଛାତି ଧକଧକ
କରୁ ଏତେ କାଇଁ ବାହାନା?
ଇଚ୍ଛା ଅଛି ହେଲେ ନାଇ-ନାଇ ହଉ
ଭାଉ ଜମା କାଇଁ ଦଉନା?
ଆଲୋ ଚାନ୍ଦ-ମୁହିଁ, ଆଲୋ ଚାନ୍ଦ-ମୁହିଁ
ଟିକେ ଦେ ଲୋ ଚାହିଁ, ଆଲୋ ଚାନ୍ଦ-ମୁହିଁ
ଆଲୋ ଚାନ୍ଦ-ମୁହିଁ, ଆଲୋ ଚାନ୍ଦ-ମୁହିଁ
ଟିକେ ଦେ ଲୋ ଚାହିଁ, ଆଲୋ ଚାନ୍ଦ-ମୁହିଁ
ତୋ ବିନା life ର meaning ନାହିଁ ମୋ
ତୁ ମୋର दीवाली गड़मा
ତୁ ମୋର ସବୁ ଖୁସି, ପୁଞ୍ଜି ସବୁ ମୋର
ତୁ ମୋ ଜୀବନ-ବୀମା
ତୋ ବିନା life ର meaning ନାହିଁ ମୋ
ତୁ ମୋର दीवाली गड़मा
ତୁ ମୋର ସବୁ ଖୁସି, ପୁଞ୍ଜି ସବୁ ମୋର
ତୁ ମୋ ଜୀବନ-ବୀମା
ପାଖେ ଅଛୁ ହେଲେ ଧରା ଦଉନାହିଁ
ଆଉ ଏତେ ଧନ ଉଡେନା
ଗେଲ ହେବୁ ଆଲୋ ପଟିଗଲେ ଥରେ
ଏତେ କରୁ କାଇଁ ବାହାନା?
ଆଲୋ ଚାନ୍ଦ-ମୁହିଁ, ଆଲୋ ଚାନ୍ଦ-ମୁହିଁ
ଟିକେ ଦେ ଲୋ ଚାହିଁ, ଆଲୋ ଚାନ୍ଦ-ମୁହିଁ
ଆଲୋ ଚାନ୍ଦ-ମୁହିଁ, ଆଲୋ ଚାନ୍ଦ-ମୁହିଁ
ଟିକେ ଦେ ଲୋ ଚାହିଁ, ଆଲୋ ଚାନ୍ଦ-ମୁହିଁ
(ତାଗିଦା-ତାଗିଦା-ତାଗିଦା-ତାଗିଦା)
(ତାଗିଦା-ତାଗିଦା-ତାଗିଦା-ତାଗିଦା)
ତୋ ପାଖେ wife ର feeling ପାଏ ମୁଁ
ତୁ ମୋର ଜୀବନେ उजाला
ତୁ ମୋର ସଂକୀର୍ତ୍ତନ, ପୂଜା-ପାଠ ମୋର
ତୁ ମୋ କାଠିଆ-ପାଲା
ତୋ ପାଖେ wife ର feeling ପାଏ ମୁଁ
ତୁ ମୋର ଜୀବନେ उजाला
ତୁ ମୋର ସଂକୀର୍ତ୍ତନ, ପୂଜା-ପାଠ ମୋର
ତୁ ମୋ କାଠିଆ-ପାଲା
ହେବି ବାହା, ମନ ଖାଲି ଛନଛନ
ଭଲପାଏ କାଇଁ ଜାଣେନା
Ready ଅଛି ମୁଁ ଲୋ, ତୁ ready ହେଲେ
DJ ଦେଇ ଯାଇବ ଇନା
ଆଲୋ ଚାନ୍ଦ-ମୁହିଁ, ଆଲୋ ଚାନ୍ଦ-ମୁହିଁ
ଟିକେ ଦେ ଲୋ ଚାହିଁ, ଆଲୋ ଚାନ୍ଦ-ମୁହିଁ
ଆଲୋ ଚାନ୍ଦ-ମୁହିଁ, ଆଲୋ ଚାନ୍ଦ-ମୁହିଁ
ଟିକେ ଦେ ଲୋ ଚାହିଁ, ଆଲୋ ଚାନ୍ଦ-ମୁହିଁ
ଆଲୋ ଚାନ୍ଦ-ମୁହିଁ, ଆଲୋ ଚାନ୍ଦ-ମୁହିଁ
ଟିକେ ଦେ ଲୋ ଚାହିଁ, ଆଲୋ ଚାନ୍ଦ-ମୁହିଁ