Выберите трек для воспроизведения
କିଏ ଡାକିବ ମୋତେ ଆଉ ମୋ ଧନ ସୁନା?
ସପନ ସବୁ ଭାଙ୍ଗି ଦେଲୁ ହେଲିରେ ଚୁନା
କିଏ ଡାକିବ ମୋତେ ଆଉ ମୋ ଧନ ସୁନା?
ସପନ ସବୁ ଭାଙ୍ଗି ଦେଲୁ ହେଲିରେ ଚୁନା
ବିଶ୍ୱାସରେ ବିଷ ମୋର ଦେଇ ତୁ ଯାଆନା
ମୁଁ ମରିଯିବି ମରିଯିବି ଧନ ତୋରି ବିନା
ମୁଁ ମରିଯିବି ମରିଯିବି ଧନ ତୋରି ବିନା
ମୁଁ ମରିଯିବି ମରିଯିବି ଧନ ତୋରି ବିନା
ମୁଁ ମରିଯିବି ମରିଯିବି ଧନ ତୋରି ବିନା
ଲୋଡ଼ା ନାହିଁ ରାଣୀ ସୁଖ, ରଜାର ଉଆସ
ଛାଟି-ମାଟି କୁଡ଼ିଆରେ ତୋ ହାତ ପରସ
ଲୋଡ଼ା ନାହିଁ ରାଣୀ ସୁଖ, ରଜାର ଉଆସ
ଛାଟି-ମାଟି କୁଡ଼ିଆରେ ତୋ ହାତ ପରସ
ମୋ ଅଭିଳାଷ ଆଜି କଲା ମୋତେ ଶେଷ
ଲୁହ ଦରିଆରେ ବୁଡିଗଲା ମୋ ସର୍ବସ୍ବ
କହିଦବୁ ଯଦି କେବେ ମୁଁ ହୃଦୟହୀନା
ମୁଁ ମରିଯିବି ମରିଯିବି ଧନ ତୋରି ବିନା
ମୁଁ ମରିଯିବି ମରିଯିବି ଧନ ତୋରି ବିନା
ମୁଁ ମରିଯିବି ମରିଯିବି ଧନ ତୋରି ବିନା
ମୁଁ ମରିଯିବି ମରିଯିବି ଧନ ତୋରି ବିନା
ଡେଉଁଛି ମୋ ବାଆଁ ଆଖି, ଆସିବୁ ସତେକି
ସବୁ ଦୋଷ କ୍ଷମାକରି, ଡାକିବୁ ମୋତେକି
ଡେଉଁଛି ମୋ ବାଆଁ ଆଖି, ଆସିବୁ ସତେକି
ସବୁ ଦୋଷ କ୍ଷମାକରି, ଡାକିବୁ ମୋତେକି
ତୋବିନା ଏ ଜୀବନଟା ମରୁ-ମରୀଚିକା
ତୋ ସୁଖ ଫେରେଇଦେଇ ଚାଲିଯିବି ଏକା
ଚାଲିଗଲେ ଚାଲିଯିବି, କହିବୁନି ତୁ ଆ
ମୁଁ ମରିଯିବି ମରିଯିବି ଧନ ତୋରି ବିନା
ମୁଁ ମରିଯିବି ମରିଯିବି ଧନ ତୋରି ବିନା
ମୁଁ ମରିଯିବି ମରିଯିବି ଧନ ତୋରି ବିନା
ମୁଁ ମରିଯିବି ମରିଯିବି ଧନ ତୋରି ବିନା