Выберите трек для воспроизведения
Сингл / Трек
ତୁ ମୋ ହୃଦୟର ଭାଷା
ତୁ ମୋ ମନର ଭରସା
ତୁ ମୋ ପ୍ରେମ ପରିଭାଷା
ସାଥିରେ
ତୁ ଏ ଅନ୍ଧାର ରେ दिशा
ତୁ ମୋ ଜିଇଁବାର ଆଶା
ତୁ ମୋ ପ୍ରେମ ପରିଭାଷା
ସାଥିରେ
ବଦଳି ଗଲାଣି ଜୀବନ
ଯେବେଠୁ ପ୍ରେମର ପବନ
ଛୁଇଁଲା ଆଖିର ସପନ
ସାଥିରେ
ପରିଚୟ ତୁ ମୋ ପରିଚୟ
ପରିଚୟ ତୁ ମୋ ପରିଚୟ
ଯେବେ ମୁଁ ଭାବିଛି ତୋତେ ରେ
କେମିତି ଜିଇଁଛୁ ସାଥିରେ
ଭିଜିଛି ଏ ଦୁଇ ଆଖିରେ
ସେ ପାଇଁ ଝୁରୁଛି ତୋତେ ରେ
ମୁଁ ତୋ ପାଇଁ ଜିଇଁଛି
ମୁଁ ତୋ ପାଇଁ ଝୁରୁଛି
ମୁଁ ତୋ କଥା ଭାବୁଛି
ସାଥିରେ (ହୁଁ-ହୁଁ-ହୁଁ)