Оберіть трек для відтворення

ଇଲୋ ମା mobile କି ମନ୍ତର କଲା?
କାଳି, ଗୋରୀ ସାବେନିଙ୍କୁ love ଶିଖେଇଦେଲା
ଇଲୋ ମା mobile କି ମନ୍ତର କଲା?
କାଳି, ଗୋରୀ ସାବେନିଙ୍କୁ love ଶିଖେଇଦେଲା
ହଁ, ମୋ କଥା ମିଛ ଯଦି ମାର ଥରେ test
ହଁ, ଯଉ ଝିଅର mobile ରେ net (net, net)
ଜାଣିବ ସିଏ କାହା ସାଥିରେ set
ଯଉ ଝିଅର mobile ରେ net
ଜାଣିବ ସିଏ କାହା ସାଥିରେ set
ଇଲୋ ମା mobile କି ମନ୍ତର କଲା?
ବୁଢ଼ା, ହଡା, ଭେଣ୍ଡିଆଙ୍କୁ ରୋମିଓ ବନେଇ ଦେଲା
ମୋ କଥା ମିଛ ଯଦି ମାର ଥରେ bet
ଯଉ ପୁଅର mobile ରେ net
ଜାଣିବ ସିଏ କାହା ସାଥିରେ set
ଯଉ ଝିଅର mobile ରେ net
ଜାଣିବ ସିଏ କାହା ସାଥିରେ set
Daily, daily ନିଅନ୍ତି selfie ମୁହଁକୁ କରି ବଙ୍କା
ସତେ ଯେମିତି ହଜିଯାଇଛି ତାଙ୍କର ଲକ୍ଷେ ଟଙ୍କା
ହେ, ମିଛରେ ଆମ ଝିଅ ସାଙ୍ଗେ ନିଅନି ଜମା ପଙ୍ଗା
ବନେଇଦବୁ ଧରମ ଭାଇ, recharge ବାଲା मुर्गा
Dating ପାଇଁ ରାତି-ଦିନ ମାଗୁଥିବ date
ଯଉ ପୁଅର mobile ରେ net
ଜାଣିବ ସିଏ କାହା ସାଥିରେ set
ହଁ, ଯଉ ଝିଅର mobile ରେ net
ଜାଣିବ ସିଏ କାହା ସାଥିରେ set
Single ବୋଲି କେତେ ଝିଅଙ୍କୁ ପାଉଛ ତମେ ଭଲ
ସବୁ ହିସାବ ମିଳିଯିବ ରେ ତମର net ଖୋଲ
Charge କଲେ mobile battery ଗୋଟେ ଦିନରେ ସରେ
ତାଠୁ କମ ଝିଅଙ୍କ ପ୍ରେମ lasting ଏଠି କରେ
ବାକି କଥା କହିବିନି ପୁରା private
ଯଉ ଝିଅର mobile ରେ net
ଜାଣିବ ସିଏ କାହା ସାଥିରେ set
ଯଉ ପୁଅର mobile ରେ net
ଜାଣିବ ସିଏ କାହା ସାଥିରେ set
ହଁ, ଯଉ ଝିଅର mobile ରେ net
ଜାଣିବ ସିଏ କାହା ସାଥିରେ set
ଯଉ ପୁଅର mobile ରେ net
ଜାଣିବ ସିଏ କାହା ସାଥିରେ set