Оберіть трек для відтворення
ଚେହେରା ପୁରା simple ଆଉ ହସରୁ ଝରୁଛି ମହୁ
କଉ ରାଇଜର ରାଜଜେମା ଲୋ? କଥା ତୋ କୋଇଲି କୁହୁ
ଓ, ଚେହେରା ପୁରା simple ଆଉ ହସରୁ ଝରୁଛି ମହୁ
କଇ ରାଇଜର ରାଜଜେମା ଲୋ? କଥା ତୋ କୋଇଲି କୁହୁ
ତୋ ଆଖିର କଜଳ କଲାଣି ପାଗଳ
ରହିପାରୁନି ମଁ ଏକା
ଅନାମିକା, ଅନାମିକା, କହ କେବେ ଦବୁ ଲୋ ତୁ ଦେଖା?
କାଇଁ ଖାଉଛୁ ଏତେ ଭାଉ? ତୁ ବନିଯା ମୋ ପ୍ରେମିକା

ମୁଁ ସିଧା-ସାଧା ପିଲା ଥିଲି, ତୋ ପ୍ରେମରେ ଆୱାରା ହେଲି
ତୁ କି ଯାଦୁ କଲୁ ଲୋ ଗୋରୀ? ତୋ ପଛେ-ପଛେ ପଡ଼ି ମଲି
ହୋ, ମୁଁ ସିଧା ସାଧା ପିଲା ଥିଲି, ତୋ ପ୍ରେମରେ ଆୱାରା
ତୁ କି ଯାଦୁ କଲୁ ଲୋ ଗୋରୀ? ତୋ ପଛେ-ପଛେ ପଡ଼ି ମଲି
ତୋ style ଜବର, smile killer
ଝିଅଟେ ତୁ ପୁରା ଚୋଖା
ଅନାମିକା, ଅନାମିକା, କହ କେବେ ଦବୁ ଲୋ ତୁ ଦେଖା?
କାଇଁ ଖାଉଛୁ ଏତେ ଭାଉ? ତୁ ବନିଯା ମୋ ପ୍ରେମିକା
ଅନାମିକା, ଅନାମିକା, କହ କେବେ ଦବୁ ଲୋ ତୁ ଦେଖା?
କାଇଁ ଖାଉଛୁ ଏତେ ଭାଉ? ତୁ ବନିଯା ମୋ ପ୍ରେମିକା
ତୋର ମିଠା-ମିଠା ସେଇ ହସ, ଲାଗେ ଯେମିତି ମହୁଲି ରସ
ଦୁଷ୍ଟାମି କରେ ଏ ମନ ପାଇ ତୋ ପ୍ରେମ ପରସ
ହୋ, ତୋର ମିଠା-ମିଠା ସେଇ ହସ, ଲାଗେ ଯେମିତି ମହୁଲି ରସ
ଦୁଷ୍ଟାମି କରେ ଏ ମନ ପାଇ ତୋ ପ୍ରେମ ପରସ
ହଁ, ତୁ ସେଇ ରୂପସୀ ମନେ-ମନେ ଖୋଜୁଛି
ତୋ ବିନା ଲାଗେ ସବୁ ଫିକା