Оберіть трек для відтворення

Сингл / Трек
ଆରେ AP, ନେଇଯା ନେଇଯା जादू की झप्पी
ଆରେ AP, ନେଇଯା ନେଇଯା flying पप्पी
ବୟସଟା ତୋର ଯାଏ କମି-କମି
ହାଉଲେ-ହାଉଲେ ଖେଳ ଯିବ ଜମି
Come on baby dating ଯିବା ଖାଇବା କୁଲଫି
खींच, खींच, खींच
ତୁ खींच मेरी selfie
ତୁ खींच मेरी selfie
ତୁ खींच मेरी selfie
ତୁ खींच मेरी selfie
AP ତମେ ଭାରି ଦୁଷ୍ଟ, oh really!
ସଲମାନ ଭାଇୟା ଦେଖି six pack body
Shirt ଆଉ ଖୋଲିବୁ ନାହିଁ हवा ରେ ଯିବା ଉଡି
ହେଇ, handsome ତୁ ଲାଗୁଛୁ ଭାରି Amir Khan ଠାରୁ
କଉ Gym ଯାଉଛୁ?, କଉ cream use କରୁ
ରଙ୍ଗିଲା-ରଙ୍ଗିଲା, ଲାଗୁଛୁ ରଙ୍ଗିଲା
ଭାରି ଚଂଗ-ଚଂଗ ହେଇଛୁ ଚଗଲା
ତୋ style ଦେଖି Rajanikant କରୁଛି copy
ତୁ खींच मेरी selfie
ତୁ खींच मेरी selfie
ତୁ खींच मेरी selfie
ତୁ खींच मेरी selfie
ଆଖିରେ ପିନ୍ଧି କଳା ଚଷମା ଲାଗୁଛୁ ଭାରି smart
Ranbir କୁ Deepika ଛାଡି ଦବରେ ତତେ heart
ଆରେ pose ତୋର follow କରନ୍ତି Bollywood Hero
ତୋ ଆଗରେ superstar ଲାଗନ୍ତି ପୁରା zero
ଦେଇଯା ଥରେ ତୋ whatsapp number
Chatting ଚାଲିବ ରାତିରେ ଆମର
ତୁ evergreen ଲାଗୁଛୁ ପିନ୍ଧି ଦେବାନନ୍ଦ ଟୋପି
ତୁ खींच मेरी selfie
ତୁ खींच मेरी selfie
ତୁ खींच मेरी selfie
ତୁ खींच मेरी selfie
ତୁ खींच मेरी selfie
ତୁ खींच मेरी selfie
ତୁ खींच मेरी selfie
ତୁ खींच मेरी selfie
ପୁରା ଅଲଗା ପ୍ରକାର ଖେଳ