Оберіть трек для відтворення
ଜୀବନ ଥିବା ଯାଏ ତୋ ସାଥୀରେ
ଜିଇଁବାକୁ ମୋତେ ଟିକେ ଦେ इजाज़त
ସ୍ପନ୍ଦନ ଥିବା ଯାଏ ମୋ ଛାତିରେ
କରୁଥିବି ତତେ बेपनाह मोहब्बत
ଜୀବନର ଅଙ୍କାବଙ୍କା ବାଟରେ
ଆଶା ଅଛି ଚାଲିବୁ ମୋ ସାଥିରେ
ମାଗୁଛି ମୁଁ ଟିକେ ତୋର सेहमत
ଜୀବନ ଥିବା ଯାଏ ତୋ ସାଥୀରେ
ଜିଇଁବାକୁ ମୋତେ ଟିକେ ଦେ इजाज़त
ସ୍ୱପ୍ନରେ, ମୋ ଆଖିର ସ୍ୱପ୍ନରେ
ରହିଛୁ ଏମିତି
ଆକାଶେ, ସକାଳର ଆକାଶେ
ସୁରୁଜ ଯେମିତି
ତୋ ସ୍ୱପ୍ନରେ ହଜିଗଲା ପରେ
ପାଉନି ମୁଁ फुर्सत
ଜୀବନ ଥିବା ଯାଏ ତୋ ସାଥୀରେ
ଜିଇଁବାକୁ ମୋତେ ଟିକେ ଦେ इजाज़त
ସ୍ପନ୍ଦନ ଥିବା ଯାଏ ମୋ ଛାତିରେ
କରୁଥିବି ତତେ बेपनाह मोहब्बत
ନିଶ୍ୱାସ, ଯେବେ ଯାଏଁ ନିଶ୍ୱାସ
ଚାଲିବ ଦେହରେ
ବିଶ୍ୱାସ, ତୋ ପାଇଁକି ବିଶ୍ୱାସ
ଥିବ ମୋ ଭିତରେ
ମୋ ଭିତରେ ତତେ ମୁଁ ପାଏରେ
हर घड़ी, हर वक़्त
ଜୀବନ ଥିବା ଯାଏ ତୋ ସାଥୀରେ
ଜିଇଁବାକୁ ମୋତେ ଟିକେ ଦେ इजाज़त
ସ୍ପନ୍ଦନ ଥିବା ଯାଏ ମୋ ଛାତିରେ
କରୁଥିବି ତତେ बेपनाह मोहब्बत
ଜୀବନର ଅଙ୍କାବଙ୍କା ବାଟରେ
ଆଶା ଅଛି ଚାଲିବୁ ମୋ ସାଥିରେ
ମାଗୁଛି ମୁଁ ଟିକେ ତୋର सहमत