Оберіть трек для відтворення
ଆକାଶରେ ମେଘ ମୁଁ
ମେଘରେ ବରଷା ତୁ
ବରଷା, ବିଜୁଳି ମୁଁ
ବିଜୁଳି ଚମକ ତୁ
Oh my love
Oh my love
Oh my love
My love, my love, my love
ପାହାଡି ଝରଣା ମୁଁ
ଝରଣାର ନଈ ତୁ
ନଈରେ ନଉକା ମୁଁ
ନଉକା ନାଉରୀ ତୁ
Oh my love
Oh my love
Oh my love
My love, my love, my love