Оберіть трек для відтворення
ହୁଁ-ହୁଁ-ହୁଁ
ହୋଲେ-ହୋଲେ ଆଖିନିଦ ମୋର ହଜେଇଲା
ଏଇ ହୃଦୟକୁ ଚୋରିକଲା ଯିଏରେ
ଏ-ହେ, ସେଇ ତୁ ତୁ ମୋ ପ୍ରୀୟସି ମୋ ପ୍ରିୟତମା
ସେଇ ତୁ ତୁ ମୋ ପ୍ରୀୟସି ମୋ ପ୍ରିୟତମା
ହୋଲେ-ହୋଲେ, ହଁ-ଏ
ହୋଲେ-ହୋଲେ, ନା-ଏ
ହୋଲେ-ହୋଲେ ଆଖିନିଦ ମୋର ହଜେଇଲା
ଏଇ ହୃଦୟକୁ ଚୋରିକଲା ଯିଏରେ
ହେ, ସେଇ ତୁ ତୁ ମୋ ଗୀତର ସାରେଗାମା
ସେଇ ତୁ ତୁ ମୋ ପ୍ରୀୟସି ମୋ ପ୍ରିୟତମା
ପ୍ରେମତୋର ଗୋଟେ ଚୁମ୍ବକଟେ ପରି ମତେ ଟାଣିନେଲା ଦେଖୁ-ଦେଖୁ (ପ୍ରେମତୋର ଗୋଟେ ଚୁମ୍ବକଟେ ପରି ମତେ ଟାଣିନେଲା ଦେଖୁ-ଦେଖୁ)
ଡ଼ରଲାଗେ ଟିକେ ଲାଜଲାଗେ ଟିକେ କିଏ ଦେଖିଦବ କାଳେ ଆମକୁ (ଡ଼ରଲାଗେ ଟିକେ ଲାଜଲାଗେ ଟିକେ କିଏ ଦେଖିଦବ କାଳେ ଆମକୁ)
ଡ଼ରିବାର ନାହିଁ ପାଖେ ତୋର ଅଛି ଭଲ ପାଉଛି ମୁଁ ପାଉଥିବି
ମିଳନର ଋତୁ କେବେ ଆଣିବୁ ତୁ ଆଉ କେତେ ଦିନ ଚାହିଁ ରହିବି?
ହୋଲେ-ହୋଲେ ଆଖିନିଦ ମୋର ହଜେଇଲା
ଏଇ ହୃଦୟକୁ ଚୋରିକଲା ଯିଏରେ
ହେ, ସେଇ ତୁ ତୁ ମୋ ଗୀତର ସାରେଗାମା
ସେଇ ତୁ ତୁ ମୋ ପ୍ରୀୟସି ମୋ ପ୍ରିୟତମା
ରଙ୍ଗଥିଲା ଫିକା ଲାଗୁଥିଲା ଏକା ରଙ୍ଗ ଚଢ଼େଇଟେ ଖୋଜୁଥିଲି
ଆସିଗଲୁ ଯେବେ ହୃଦୟଟା ସାରା ବୋଳି ହେଇଗଲା ପ୍ରେମ-ରଙ୍ଗ ହିଁ
ଖୋଲା ଆକାଶରେ ଉଡ଼ି ବୁଲୁଥିଲି ଡାକୁଥିଲୁ ମତେ ହାତ ଠାରି
ଚିହ୍ନା-ଚିହ୍ନା ମତେ ଲାଗେ ଋତୁ ଏତେ ପାଖେ ଆସିଗଲି ଡେରି ନ କରି
ହୋଲେ-ହୋଲେ ଆଖିନିଦ ମୋର ହଜେଇଲା
ଏଇ ହୃଦୟକୁ ଚୋରିକଲା ଯିଏରେ
ହେ, ସେଇ ତୁ ତୁ ମୋ ପ୍ରୀୟସି ମୋ ପ୍ରିୟତମା
ସେଇ ତୁ ତୁ ମୋ ଗୀତର ସାରେଗାମା
ସେଇ ତୁ ତୁ ମୋ ପ୍ରୀୟସି ମୋ ପ୍ରିୟତମା
ସେଇ ତୁ ତୁ ମୋ ଗୀତର ସାରେଗାମା