Оберіть трек для відтворення

DJ ବାଜିବ ଆଜି, ଟୋକା ନାଚିବ ଆଜି
ମନ କଥା କହିଦେ
Oh my love
Oh my love
ହେ, ବୋମା ଫୁଟିବ ଆଜି, ଲଡୁ ଫାଟିବ ଆଜି
ଚୁମ୍ମା ଗୋଟେ ଦେଇଦେ
Oh my love
Oh my love
ହଁ, ଡେରି ତୁ ନକରି ଛାତକୁ ଚାଲିଆ
ତତେ ଚାହିଁ-ଚାହିଁ ହେଲିଣି ହାଲିଆ
ତୋ ଝଲକ ଟିକେ ଦେଇଦେ
Oh my love
Oh my love
ଛାତ ଉପରେ ଠିଆ ହେଇ ତୁ
ଫୋପାଡ଼ି ଦେ ତୋର ହସ
Catch ତାକୁ କରିନେବି ମୁଁ
ଖେଳ ହବ ପୁରା କସ
ହେ, ଛାତ ଉପରେ ଠିଆ ହେଇ ତୁ
ଫୋପାଡ଼ି ଦେ ତୋର ହସ
Catch ତାକୁ କରିନେବି ମୁଁ
ଖେଳ ହବ ପୁରା କସ
ତୁ ମୋ ଦରଜ, ତୁ ମୋ ମଲମ
ତୋ ପାଇଁ ମନରେ ପ୍ରେମ ଖାଲି ପ୍ରେମ
ମୋ ଛାତି ଚିରି ଦେଖିନେ
Oh my love
Oh my love
Gift ଯାହା ମୁଁ ପଠେଇଥିଲି
ଫେରେଇ ଦେଲୁ ତୁ ସବୁ
Flying-kiss ତତେ ପଠେଇ ଦେଲି
ରଖିବୁନା ଫେରେଇବୁ?
Gift ଯାହା ମୁଁ ପଠେଇଥିଲି
ଫେରେଇଦେଲୁ ତୁ ସବୁ
Flying-kiss ତତେ ପଠେଇ ଦେଲି
ରଖିବୁନା ଫେରେଇବୁ?
ରଖିଲେ ବି ଲାଭ, ଫେରେଇଲେ ଲାଭ
ଏମିତି offer ଆଉ କିଏ ଦବ?
ତୋ आशिक ମୋତେ କରିନେ
Oh my love
Oh my love
Oh my love