Оберіть трек для відтворення

ମଲା, ଦେଇ ଗୋଟେ ଗେଣ୍ଡୁ ଫୁଲ ଲୋ
ଟୋକା ପାଇଗଲା ମତେ ଭଲ ଲୋ
ମଲା, ଦେଇ ଗୋଟେ ଗେଣ୍ଡୁ ଫୁଲ ଲୋ
ଟୋକା ପାଇଗଲା ମତେ ଭଲ ଲୋ
କୋଉ ଯନ୍ତର ମନ୍ତର କଲା ଲୋ?
ମୋର ଅନ୍ତର ତରଳି ଗଲା ଲୋ
ତା'ର ନଟଖଟ ଗୁଣ କଲା ଛଟପଟ ପ୍ରାଣ
ହେଲା କଲିଜା ମୋ ହଲଚଲ
ହାଏ, ଦେଇ ଗୋଟେ ଗେଣ୍ଡୁ ଫୁଲ ଲୋ
ଟୋକା ପାଇଗଲା ତୋତେ ଭଲ ଲୋ
କି ଯନ୍ତ୍ରର ମନ୍ତ୍ରର କଲା ଲୋ?
ମୋର ଅନ୍ତର ତରଳି ଗଲା ଲୋ
ତା'ର ନଟଖଟ ଗୁଣ କଲା ଛଟପଟ ପ୍ରାଣ
ହେଲା କଲିଜା ମୋ ହଲଚଲ
ମଲା, ଦେଇ ଗୋଟେ ଗେଣ୍ଡୁ ଫୁଲ ଲୋ
ଟୋକା ପାଇଗଲା ମତେ ଭଲ ଲୋ
Baby ଭାରି beauty, ଥିଲ ହାଏ କୋଉଠି?
ଚୁଇଁମୁଇଁ ଭାରି ଚଗଲି
ଟୋକା ରଙ୍ଗ ରଙ୍ଗିଲା, ଟେକା ଟାଏ ମାଇଲା
ପାଣିପରି ଗଲି ଚହଲି
ହଁ, Baby ଭାରି beauty, ଥିଲ ହାଏ କୋଉଠି?
ଚୁଇଁମୁଇଁ ଭାରି ଚଗଲି
ଟୋକା ରଙ୍ଗ ରଙ୍ଗିଲା, ଟେକା ଟାଏ ମାଇଲା
ପାଣିପରି ଗଲି ଚହଲି
ସିଏ ଯେବେ ଦେଲା ହସି, दिल ହେଲା ପରଦେଶୀ
ତା'ର କୁତୁକୁତୁ ପ୍ରେମ ଜାଳେ, ହୁତୁହୁତୁ ମନ
ହେଲି ରାତିସାରା କଲବଲ ଲୋ
ହାଏ, ଦେଇ ଗୋଟେ ଗେଣ୍ଡୁ ଫୁଲ ଲୋ (ହାଏ, ଦେଇ ଗୋଟେ ଗେଣ୍ଡୁ ଫୁଲ ଲୋ)
ଟୋକା ପାଇଗଲା ମତେ ଭଲ ଲୋ (ଟୋକା ପାଇଗଲା ମତେ ଭଲ ଲୋ)
(मितवा रे, मितवा रे, तू आजा मेरे ଦ୍ୱାରେ)
(खड़ी तेरे स्वागत में, स्वागत में)
(मितवा रे, मितवा रे, तू आजा मेरे ଦ୍ୱାରେ)
(खड़ी तेरे स्वागत में, स्वागत में)
ନିଦରେ ମୋ ସପନ, ସପନରେ सइयाँ
सइयाँ ମୋ दिल ନେଲା ରେ
ହାଏ, दिल ହେଲା दीवाना, ବୋଲ ଜମା ମାନେନା
କିଛି କିଛି feel ହେଲା ରେ (ଓଏ-ହୋଏ)
ନିଦରେ ମୋ ସପନ, ସପନରେ सइयाँ
सइयाँ ମୋ दिल ନେଲା ରେ
दिल ହେଲା दीवाना, ବୋଲ ଜମା ମାନେନା
କିଛି କିଛି feel ହେଲା ରେ
ଗଲା ଗଡ଼ି, love ଗାଡ଼ି
ଭାବେ ତାକୁ हर घड़ी
ତା'ର ଟଣା ଟଣା ଆଖି କଲା ବାଟବଣା
ଡ଼ାକିଦେଲା ଗାଲରେ ମୋ ଗୋଟେ ଗେଲ
ହାଏ-ହାଏ, ମଲା, ଦେଇ ଗୋଟେ ଗେଣ୍ଡୁ ଫୁଲ ଲୋ
ଟୋକା ପାଇଗଲା ମତେ ଭଲ ଲୋ (ଅଁହ-ଅଁହ)