Оберіть трек для відтворення
ରୁ-ରୁ-ରୁରୁ-ରୁ
(ରୁ-ରୁ-ରୁରୁ-ରୁ)
ଯାଯାବର ମନ ମୋର
ସୀମାହୀନ ଆଶା ମୋର (ଆଶା ମୋର ହୋ, ରୁ-ରୁ-ରୁ-ରୁ)
ନୀତି ଗଢ଼େ, ନୀତି ଭାଙ୍ଗେ
ନୀତି ଗଢ଼େ, ନୀତି ଭାଙ୍ଗେ
(ନୀତି ଗଢ଼େ, ନୀତି ଭାଙ୍ଗେ)
ସ୍ୱପ୍ନର ବାଲିଘର (ବାଲିଘର ହୋ, ଯୁଯୁ-ଯୁଯୁ-ଯୁ)
ଯାଯାବର
ଯାଯାବର (ମନ ମୋର)
ଯାଯାବର (ମନ ମୋର)
ମୁଁ ନିର୍ଝର ଆଲୋକର
ମୋ ଛାଇ ବନ୍ଧୁ ମୋର
ନୀତି ଲେଖେ, ନୀତି ଜାଳେ
ନୀତି ଲେଖେ, ନୀତି ଜାଳେ
ନୀତି ଲେଖେ, ନୀତି ଜାଳେ
ଗଳ୍ପ ମୋ ହୃଦୟର (ହୃଦୟର ହୋ, ଯୁଯୁ-ଯୁଯୁ-ଯୁ)
ଯାଯାବର (ମନ ମୋର)
(ସୀମାହୀନ ଆଶା ମୋର)
ଯାଯାବର
ମୁଁ ପ୍ରେମିକ ଦିଗନ୍ତର
ମରୀଚିକା (ମରୀଚିକା), ପ୍ରିୟା (ପ୍ରିୟା) ମୋ
ମୁଁ ପ୍ରେମିକ, ମରୀଚିକା ପ୍ରିୟା ମୋର
ଭଲପାଏ, ଭୁଲିଯାଏ
ଭଲପାଏ, ଭୁଲିଯାଏ
(ଭଲପାଏ, ଭୁଲିଯାଏ)
ନିଶି-ଦିନ ଖେଳ ମୋର (ଖେଳ ମୋର ହୋ, ଯୁଯୁ-ଯୁଯୁ-ଯୁ)
ଯାଯାବର
ଯାଯାବର
ଯାଯାବର