Оберіть трек для відтворення
ନା ରେ, ନା ରେ, ଟିକେ ରହରେ
ଚାଲିଯାନା ତୁ ଏକା କରି
ନା ରେ, ନା ରେ, ଟିକେ ରହରେ
ଚାଲିଯାନା ତୁ ଏକା କରି
କଥା ଥିଲା ଫୁଲସେଜ
ଆମ ପାଇଁ ହବ ସଜ
ଶୋଇଗଲୁ କେମିତି ମୋତେ ପାସୋରି
ଫେରିଆ-ଫେରିଆ ଶାରୀ
ଫେରିଆ-ଫେରିଆ ଶାରୀ
ଫେରିଆ-ଫେରିଆ ଶାରୀ
ଫେରିଆ-ଫେରିଆ ଶାରୀ
ତୁ ଆଉ ମୁଁ ଆମେ ତ ଥିଲେ
ଗୋଟିଏ ଜୀବନ, ଗୋଟିଏ ଜୀବନ
ତୁ ଥିଲୁ ମୋର ଆତ୍ମା ଆଉ ମୁଁ
ଥିଲି ତୋର ପ୍ରାଣ, ଥିଲି ତୋର ପ୍ରାଣ
ଜୀବନ ମୋତେ ଦେଲା ଧୋକା
ତୋବିନା ସବୁ ଲାଗେ ଫିକା
ଜିଇଁଥାଉ ଥାଉ ମୁଁ ଯାଇଛି ମରି
ଫେରିଆ-ଫେରିଆ ଶାରୀ
ଫେରିଆ-ଫେରିଆ ଶାରୀ
ଫେରିଆ-ଫେରିଆ ଶାରୀ
ଫେରିଆ-ଫେରିଆ ଶାରୀ
ସପନେ ଥିଲୁ ଜୀବନେ ଆସି
ହେଲୁ ତୁ ସପନ, ହେଲୁ ତୁ ସପନ
ତଥାପି ଆମ ପ୍ରେମ ଅମର
ଅତୁଟ ବନ୍ଧନ, ଅତୁଟ ବନ୍ଧନ
ବେଳେ-ବେଳେ ମୁଁ ଚାହିଁ ଦେଖେ
ଅଛୁ ତୁ ମୋର ପାଖେ-ପାଖେ
ବେଳେ-ବେଳେ ଲାଗେ ତୁ ଯାଇଛୁ ବୁଡି
ଫେରିଆ-ଫେରିଆ ଶାରୀ
ଫେରିଆ-ଫେରିଆ ଶାରୀ