Оберіть трек для відтворення
ଲରେ-ଲାପା, ଲାରେ-ଲାପା, ଲାରେ-ଲାପା
ଦୁନିଆଁରେ ସବୁଠାରୁ ଭଲ ମୋ ବାପା
ଲରେ-ଲାପା, ଲାରେ-ଲାପା, ଲାରେ-ଲାପା
ଦୁନିଆଁରେ ସବୁଠାରୁ ଭଲ ମୋ ବାପା
ତମ ଚାରିପାଖରେ ମୁଁ ବୁଲି ଆସିଲେ
ଦୁନିଆଁଟା ବୁଲିଯିବି
Baby ମୁଁ baby, ମୁଁ ତମ baby, ମୁଁ ତମ ଗେଲ୍ହା baby
Baby ମୁଁ baby, ମୁଁ ତମ baby, ମୁଁ ତମ ଗେଲ୍ହା baby
ଡିଙ୍ଗ୍-ଡଙ୍ଗ୍, ଡୁବି-ଡୁବି, ଡୁବି-ଡୁବି
ତୁ ମୋ ଦୁନିଆଁ, ତୁ ମୋ ପୃଥିବୀ
ଡିଙ୍ଗ୍-ଡଙ୍ଗ୍, ଡୁବି-ଡୁବି, ଡୁବି-ଡୁବି
ତୁ ମୋ ଦୁନିଆଁ, ତୁ ମୋ ପୃଥିବୀ
ତୋ ପାଦରେ କଣ୍ଟା ଫୁଟିବା ଆଗରୁ
ମୋ ପାଦ ପକେଇ ଦେବି
Baby ମୋ baby, ତୁ ମୋର baby, ତୁ ମୋ ଗେଲ୍ହା baby
Baby ମୋ baby, ତୁ ମୋର baby, ତୁ ମୋ ଗେଲ୍ହା baby
Baby, ମୁଁ ଏଇଠି baby
ରୁଷି ଥିଲେ ଆସି ତମ ମୁହଁ ଦେଖି
ତମ ମୁହଁ ଦେଖି-ଦେଖି ଖୋଲେ ମୁଁ ଆଖି
ଆଖି ସିନା ତୋର ହେଲେ ସପନ ମୋର
ଦେହ ସିନା ତୋର ହେଲେ ଜୀବନ ମୋର
ହେ, ରୁମ୍-ଝୁମ୍, ରୁମ୍-ଝୁମ୍, ରୁମୁକୁ-ଝୁମା
ଗାଲ ମୋର ଖୋଜେ ନୀତି ତମରି ଚୁମା
ଗାଲ ମୋର ଖୋଜେ ନୀତି ତମରି ଚୁମା
ରୁମ୍-ଝୁମ୍, ରୁମ୍-ଝୁମ୍, ରୁମୁକୁ-ଝୁମା
ହଁ, ତତେ ଛାଡି କହ କେମିତି ବଞ୍ଚିବି
କୁଆଡେ ମୁଁ ଆଉ ଯିବି
Baby ମୋ baby, ତୁ ମୋର baby, ତୁ ମୋ ଗେଲ୍ହା baby
Baby ମୋ baby, ତୁ ମୋର baby, ତୁ ମୋ ଗେଲ୍ହା baby
Baby I love you baby
ହୋ ପାରିବେନି କେବେ କେହି ଅଲଗା କରି
ତୋ ସାଥିରେ ବନ୍ଧା ମୋର ଜୀବନ ଡୋରି
ତମେ ମୋର ଦେବୀ ପୁଣି ମୋ ବାପା-ମା
ତମ ପାଇଁ ହସେ ମୋର ଟିକି ଦୁନିଆଁ
ତାକ୍-ତୁନା, ତାକ୍-ତୁନା ତୁମ୍-ତାନାନା
ସାତ ରଜାର ତୁ ସାତ ସିନ୍ଧୁକ ସୁନା
ସୁନା ହଜିଯିବ, ରୁପା ହଜିଯିବ
ମୁଁ ତମ ପାଖରେ ଥିବି
Baby ମୋ baby, ତୁ ମୋର baby, ତୁ ମୋ ଗେଲ୍ହା baby
Baby ମୁଁ baby, ମୁଁ ତମ baby, ମୁଁ ତମ ଗେଲ୍ହା baby
Baby ମୋ baby, ତୁ ମୋର baby, ତୁ ମୋ ଗେଲ୍ହା baby
Baby ମୁଁ baby, ମୁଁ ତମ baby, ମୁଁ ତମ ଗେଲ୍ହା baby