Оберіть трек для відтворення
ପ୍ରିୟା-ପ୍ରିୟା, ମୋ ପ୍ରିୟା
ପ୍ରିୟା-ପ୍ରିୟା, ମୋ ପ୍ରିୟା
ରହିଛି ରହିବି ମୁଁ ତୋ ମନରେ
ରହିଛି ରହିବି ମୁଁ ତୋ ମନରେ
ବାରମାସ ଛଅ ଋତୁ ଥିବି ତୋ ପଲକ ଭିତରେ
ସବୁ ରାତି, ସବୁ ଦିନ, ସବୁ ଜନମରେ
ପ୍ରିୟା-ପ୍ରିୟା, ମୋ ପ୍ରିୟା
ପ୍ରିୟା-ପ୍ରିୟା, ମୋ ପ୍ରିୟା
(ରୁ-ରୁ-ରୁ)
(ରୁ-ରୁ-ରୁ)
(ରୁ-ରୁ-ରୁ)
ତୋ ଓଠରେ ଅଛି ମୋ ସବୁଖୁସି
ମତେ ପାଇବୁ ଦେଲେ ତୁ ଥରେ ହସି
ଆଜି ସଜଫୁଲ ହୁଏ କାଲି ବାସି
ହେଲେ ପ୍ରେମ ତ ହୁଏନା ପରଦେଶୀ
ସାତରଙ୍ଗ ସାତସୁରେ
ଦେବି ଭିଜେଇ ତୋ ପ୍ରେମରେ
ଘର କରି ରହିବି ତୋ
ମିଠା ଭାବନାରେ
ପ୍ରିୟା-ପ୍ରିୟା, ମୋ ପ୍ରିୟା
ପ୍ରିୟା-ପ୍ରିୟା, ମୋ ପ୍ରିୟା
ଏଇ ମନ ମୋ ତୋ ପାଇଁ ପ୍ରେମପକ୍ଷୀ
ଦେ ଥରେ ତୁ ମନରେ ମତେ ରଖି
ଯେବେ ମୋ ପାଇଁ ଝୁରିବ ତୋରି ଆଖି
ଲୁହଟୋପା ରେ ପାରିବୁ ମତେ ଦେଖି
ତେର ନଈ ପାରି ହୋଇ
ଫେରି ଆସିବି ମୁଁ ତୋ ପାଇଁ
ମୋତି ହୋଇ ଝରିଯିବି ତୋ ଚଲାବାଟରେ
ପ୍ରିୟା-ପ୍ରିୟା, ମୋ ପ୍ରିୟା
ପ୍ରିୟା-ପ୍ରିୟା, ମୋ ପ୍ରିୟା
ରହିଛି ରହିବି ମୁଁ ତୋ ମନରେ
ରହିଛି ରହିବି ମୁଁ ତୋ ମନରେ
ବାରମାସ ଛଅ ଋତୁ ଥିବି ତୋ ପଲକ ଭିତରେ
ସବୁ ରାତି, ସବୁ ଦିନ, ସବୁ ଜନମରେ
ପ୍ରିୟା-ପ୍ରିୟା, ମୋ ପ୍ରିୟା
ପ୍ରିୟା-ପ୍ରିୟା, ମୋ ପ୍ରିୟା
ପ୍ରିୟା-ପ୍ରିୟା, ମୋ ପ୍ରିୟା
ପ୍ରିୟା-ପ୍ରିୟା, ମୋ ପ୍ରିୟା