Оберіть трек для відтворення
ତୋର୍ मनचली ଆଁଖିର୍ ଇଶାରା, यारा
ଚୁରେଇ ନେଲା ମୋର୍ ଝୁମୁରା, ସାରା
ତୋର୍ मनचली ଆଁଖିର୍ ଇଶାରା
ଚୁରେଇ ନେଲା ମୋର୍ ଝୁମୁରା
ତୋତେ ଘାଏଁ ନାଇଁ ଦେଖିଲେ, ଲାଡୁଆ ଗେଲ ନାଇଁକଲେ
ବାଉରା—ବାଉରା ଲାଗେ ସୁନା—ଫୁଲ ରେ
ଲେ, ଲେ, ଲେ ବଉଲ
ଲେ, ଲେ, ଲେ ବଉଲ
ତୋର୍ ମୁଲକି—ହସି କଲା ପାଗଲ
ଲେ, ଲେ, ଲେ ବଉଲ
ମୁଲକି—ହସି ମୋର୍ କରେ ପାଗଲ
ଲେ, ଲେ, ଲେ ବଉଲ
ପ୍ରେମ୍ ଶିଖେଇଦେଲୁ, ओ, रे साथिया
ଦିଲକେ ଚୁରେଇନେଲୁ, ହାଏ ରେ ରସିଆ
କେତେ ନି କେତେ ପାଉଛେଁ ତୋତେ ଭଲ, ଭଲ
ଲେ, ଲେ, ଲେ ବଉଲ
ତୋର୍ ମୁଲକି—ହସି କଲା ପାଗଲ
ଲେ, ଲେ, ଲେ ବଉଲ, ଲେ ବଉଲ, ଲେ ବଉଲ
ଏତେ ପ୍ରେମକଲୁ ତୁଇ ରେ ରାଜା
ବାଜୁଛେ ମନେ ମହୁରୀ ରେ, ମହୁରୀ ରେ
ପ୍ରେମ୍ ତାଲେ—ତାଲେ ଆ ନାଚମା
ସାଙ୍ଗର୍ ଝୁଲି ମୋର୍ ସୁନ୍ଦରୀ ରେ, ସୁନ୍ଦରୀ ରେ
ଲାଗୁଛେ ମୋତେ କୁତକୁତା, ଏ, जानू
ଭାବିଦେଲେ ତୋର୍ କଥା ରେ, କଥା ରେ
ଦିୱାନା କରି ଦେଇଛେ ରେ ମୋତେ
ତୋର୍ ମୋର୍ ପ୍ରେମ୍ रिश्ता ରେ, ଇ रिश्ता ରେ
ଆଖି—ଆଖି ମୋର୍ ପଢ଼ିପକା, କେତେ ତୋତେ ପାଉଛେଁ ଭଲ୍
ଲେ, ଲେ, ଲେ ବଉଲ
ମୁଲକି—ହସି କରେ ପାଗଲ
ଲେ, ଲେ, ଲେ ବଉଲ, ଲେ ବଉଲ, ଲେ ବଉଲ
ତୋତେ ଦିଲଥି ବସେଇ ଭି जाना
ଦିଲ୍ ମୋର ନାଇଁ ଭରେ ରେ, ଭରେ ରେ
ଏତେ ପ୍ରେମ୍ ତୋତେ କରି ଭି ରାନୀ
ମନ୍ प्यासा ରହିଯାଏ ରେ, प्यासा ରହିଯାଏ ରେ
ଆଇବୁ बाराती ତୁଇ ଗୋ ରାଜା
କରିନେବୁ ଜୀବନ—ସାଥି ରେ, ସାଥି ରେ
ଲୁକି—ଲୁକି प्यार ସଏଲା ଧନ ମୋ
दुल्हन ହେବୁ ଆଏବି बराती ରେ, बराती ରେ
ତୁଇ ପାସେ ଥିଲେ ଗୁଲାପି—ଗୁଲାପି ମୋର୍ ସଞ୍ଜ୍, ସକାଲ
ଲେ, ଲେ, ଲେ ବଉଲ
ଖୁସା ତଲେ ମଲ୍ଲି—ଫୁଲ
ଲେ, ଲେ, ଲେ ବଉଲ
ଖୁସା ତଲେ ମଲ୍ଲି—ଫୁଲ
ଲେ, ଲେ, ଲେ ବଉଲ
ହାଁ—ହାଁ, ମୁଲକି—ହସି କଲା ପାଗଲ
ଲେ, ଲେ, ଲେ ବଉଲ
ମୁଲକି—ହସି ମୋର୍ କରେ ପାଗଲ
ଲେ, ଲେ, ଲେ ବଉଲ
ଲେ ବଉଲ
ଲେ ବଉଲ
ଲେ ବଉଲ