Оберіть трек для відтворення
ଦେଖିନି କେବେ ତୋ'ପରି ଝିଅ ଆଜିଯାଏଁ
ପ୍ରଥମ ଥର ଲାଗିଲା ମୋତେ ଭଲପାଏ
ଦେଖିନି କେବେ ତୋ'ପରି ଝିଅ ଆଜିଯାଏଁ
ପ୍ରଥମ ଥର ଲାଗିଲା ମୋତେ ଭଲପାଏ
କହିଦେ, "କିଏ ଏ ପ୍ରେମରେ ପଡ଼ିଲା?"
କହିଦେ, "କିଏ ଏ ବାଟରେ ହଜିଲା?"
ଚାହୁଁ ଚାହୁଁ ସବୁ ସରିଲା
ତୋର नैना-नैना ମୋତେ ମାରିଦେଲା
ତୋର ଚିହ୍ନା ଚିହ୍ନା ହସ ସାରିଦେଲା
ତୋର नैना-नैना ମୋତେ ମାରିଦେଲା
ତୋର ଚିହ୍ନା ଚିହ୍ନା ହସ ସାରିଦେଲା
ମୋ ମନ କଥା ସବୁ ବୁଝିବି ବୁଝୁନା
କହିଦେ ମନ ଖୋଲି ଯାହା ମୁଁ ଜାଣେନା
ଓ, ତୁ ଯଦି ପଚାରିନୁ, ଜିଇଁବି କେମିତି?
ରହିଯା ସବୁଦିନ ରଖିବି ସାଇତି
କାହିଁକି ଏତେ ତୁ ନିଜର ଲାଗିଲୁ?
ତୋ ସୀମା ଡେ଼ଇଁ ମୋ ବାଟରେ ଚାଲିଲୁ
ଧୀରେ ଧୀରେ କଥା ବଢ଼ିଲା
ତୋର नैना-नैना ମୋତେ ମାରିଦେଲା
ତୋର ଚିହ୍ନା ଚିହ୍ନା ହସ ସାରିଦେଲା
ତୋର नैना-नैना ମୋତେ ମାରିଦେଲା
ତୋର ଚିହ୍ନା ଚିହ୍ନା ହସ ସାରିଦେଲା
ତୁ ଥିଲୁ ଅଚିହ୍ନାକୁ ମୁଁ ଥିଲି ଅଜଣା
ସମୟ ଆମକୁଯେ ଦେଲା ଏ ଠିକଣା
ଓ, ତୁ ଯଉ ଯଉ ବାଟେ ମୁଁ ଫୁଲ ବିଞ୍ଚିଲି
ତୋ ପାଇଁ ହସି ହସି କଣ୍ଟାରେ ଚାଲିଲି
ଯଦିବା କାଲି ଆସିବ ଏ ଝଡ଼
ଆମ ଏ ବାଟେ ଥାଉ ଯେତେ ମୋଡ଼
ମୋ ସାଥିରେ ଚାଲିଲେ ଆ'
ତୋର नैना-नैना ମୋତେ ମାରିଦେଲା
ତୋର ଚିହ୍ନା ଚିହ୍ନା ହସ ସାରିଦେଲା
ତୋର नैना-नैना ମୋତେ ମାରିଦେଲା
ତୋର ଚିହ୍ନା ଚିହ୍ନା ହସ ସାରିଦେଲା