Оберіть трек для відтворення
ବଞ୍ଚିବି ଯଦି ଯୀଶୁ ତୁମ ପାଇଁ..ମରିବି ଯଦି ଯୀଶୁ ତୁମ ଲାଗି..ଭଲପାଇ ମତେ ପ୍ରଭୁ ତୁମେ ନିଜର କଲ..ହୃଦୟ ରେ ମୋର ଶାନ୍ତି ଦେଇ ସାହରା ହେଲ..ହେ ମୋର ଜଗତ ନାଥ ତୁମ୍ଭଠାରେ ମୋର ନିଶ୍ୱାସ...ହେ ମୋର ଦୁଃଖୀର ନାଥ ତୁମ୍ଭଠାରେ ମୋର ବିଶ୍ୱାସ..= 0 =ପବନ ପରି ମୋ ଜୀବନ ବିପଦ ମୋ ପାଖେ ପାଖେ ଖାଲି ରହୁଥିଲା..ଦିନ ପରି ଦିନ ମୁଁ ଖୋଜିବୁଲୁ ଥିଲି ତଥାପି ଶାନ୍ତି ମିଳୁନ ଥିଲାଭଲପାଇ ମତେ ପ୍ରଭୁ ତୁମେ ନିଜର କଲ ହୃଦୟ ରେ ମୋର ଶାନ୍ତିଦେଇ ସାହାରା ହେଲ..ହେ ମୋର ପ୍ରାଣର ନାଥ ତୁମ୍ଭଠାରେ ମୋର ନିଶ୍ୱାସ ହେ ମୋର ଦିନର ନାଥ ତୁମ୍ଭଠାରେ ମୋର ବିଶ୍ୱାସ.. = 1 =ଜାଣିଗଲି ପ୍ରଭୁ ତୁମେ ଏକା ଇଶ୍ୱ ମୋ ଜୀବନର ସାହାରା..ମୋ ଚରଣ ପାଇଁ ତୁମ ବାକ୍ୟ ପ୍ରଭୁ..ଅନ୍ଧାର କୁ ଆଲୋକ ଦେଲା....ଭଲପାଇ ପ୍ରଭୁ ମତେ ତୁମେ, ନିଜର କଲ ହୃଦୟରେ ମୋର ଶାନ୍ତିଦେଇ ସାହାରା ହେଲ..ହେ ମୋର ଜଗତ ନାଥ ତୁମ୍ଭଠାରେ ମୋର ନିଶ୍ୱାସ ହେ ମୋର ପ୍ରଣାର ନାଥ ତୁମ୍ଭଠାରେ ମୋର ବିଶ୍ୱାସ.. = 2 =